mobile header

ଭାରତ ରତ୍ନ ବାବା ସାହେବ୍ ଆମ୍ବେଦକର ଙ୍କ ୧୩୨ ତମ ଜନ୍ମ ଜୟନ୍ତୀ ପାଳିତ


ମାଲକାନଗିରି:ସମ୍ବିଧାନ ପ୍ରଣତ। ତଥା ଭାରତରତ୍ନ ବାବା ସାହେବ ଆମ୍ୱେଦକର ଙ୍କ ୧୩୨ ତମ ଜନ୍ମ ଜୟନ୍ତୀ ପାଳନ କରାଯଇଛି ।ଏହି ଅବସରରେ ଜିଲ୍ଲା ପରିଷଦ ଅଧ୍ୟକ୍ଷ ସମାରି ଟ।ଙ୍ଗୁଲୁ ବସ ଷ୍ଟାଣ୍ଡ ଠାରେ ଥିବା ବାବା ସାହେବ ଆମ୍ୱେଦକର ଙ୍କ ପ୍ରତିମୂର୍ତ୍ତି ରେ ପୁଷ୍ପ ମ।ଲ୍ଲ୍ୟ ଅର୍ପଣ କରିଥିଲେ । ପୌର ପରିଷଦ ଅଧ୍ୟକ୍ଷ ମନୋ ଜ କୁମାର ବାରିକ ,ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ର ପ୍ରକଳ୍ପ ନିର୍ଦ୍ଦେଶକ ବାଳ ମୁକୁନ୍ଦ ଭୂୟାଁ,ପୂର୍ବତନ ବିଧାୟକ ମାନସ ମାଡକ।ମୀ ଜିଲ୍ଲା ମଙ୍ଗଳ ଅଧିକାରୀ କୃପା ସିନ୍ଧୁ ବେହେରା, ଆଦିବାସୀ ନେତା ଘନ ଶ୍ୟାମମାଡ଼କମି ପ୍ରମୁଖ ଏହି ଜନ୍ମ ଜୟନ୍ତି ପାଳନ ଅବସରରେ ଉପସ୍ତିତ ରହିଥିଲେ ।ଏହି ଅବସରରେ ସମ୍ବିଧାନ ପ୍ରଣେତ। ଙ୍କ ଜୀବନୀ ଚକ୍ର ଉପରେ ଆଲୋକପାତ କରିଥିଲେ l

Leave A Reply

Your email address will not be published.