mobile header

ମାରିଗେଟା  ଜଙ୍ଗଲ ରେ କlଟିଲେ ଗଛ ପୋଡୁଚାଷ ପାଇଁ

()/04/22

ଉପାନ୍ତ ଅଞ୍ଚଳ ମାଲକାନଗିରି ଜିଲ୍ଲାର କାଲିମେଳା ଫୋରେଷ୍ଟ ରେଞ୍ଜ ଅଧୀନ ରେ ଥିବା ବଡିଗାଟା ପଂଚାୟତରେ ଥିବା ମାରିଗାଟା ଗାଁ ଠାରୁ ଟେକଗୁଡା   ଗାଁ କୁ ସଂଯୋଗ କରୁଥିବ ମୁଖ୍ୟ ରାସ୍ତା କଡ଼ରେ ଦୁଇଶହ ରୁ ଉର୍ଦ୍ଧ ମୂଲ୍ୟବାନ ଗଛ ଗୁଡିକୁ କାଟି ଦିୟା ଯାଇଛି ଯାହାର ଖବର କାଲିମେଳା ବନ ବିଭାଗ ପାଖରେ ନାହିଁ  ଦିନ ଥିଲା ମାଓ ଗଡ଼ ଭାବେ ବେଶ ପରିଚିତ ଥିଲା ଏହି ଅଞ୍ଚଳ, ଦିନ ହେଉ କିମ୍ବା ରାତି ଜଗି ରହୁଥିଲେ ଲାଲବାହିନୀ ଲାଲବାହିନୀ ଡରରେ କେହି ହେଲେ  କାଟୁ ନଥିଲେ ଆଜି ଏହି ଅପହଞ୍ଚ ଗାଁ ଗାଁ ରେ ସରକାରୀ ସବୁ ଯୋଜନା ଠିକ ଭାବରେ ପହଂଚି ପାରୁଛି ହେଲେ ବନ ବିଭାଗ ପହଁଚି ପାରୁନି ଏହି ମୂଲ୍ୟବାନ ଗଛକୁ କାଟୁଛି କିଏ ଆଉ ଏଭଳି ରାସ୍ଥା ସାଇଡ ରେ ଏତେ ପରିମାଣ ରେ ଗଛ କଟା ହୋଇଥିବା ଦେଖି ଲୋକଙ୍କ ମନରେ ଏକ ପ୍ରଶ୍ନ ଉଠୁଛି ଯେ ଆଜି କା ଦିନରେ ଏଭଳି କାମ ହୋଉଛି ତାହା ପୁଣି କାଲିମେଳା ଫୋରେଷ୍ଟ ରେଞ୍ଜ ଠାରୁ ମାତ୍ର 10ru12klm ଭିତରେ ହେଲେ ସିଧା ସଳଖ କାଲିମେଳା ରେଞ୍ଜର ସୁଶାନ୍ତ କୁମାର ଦଳେଇ ଙ୍କୁ ପଚାରିବାରୁ ସେ ଗଣମାଧ୍ୟମ ସମ୍ମୁଖ ରେ  ପ୍ରକାଶ  କରିଛନ୍ତି  ଯେ ଏହା ତାଙ୍କ ପାଖରେ କୌଣସି ଖବର ନାହିଁ   କିନ୍ତୁ  ଘଟଣା କୁ ନେଇ  ଫିଲଡ କୁ  ଯାଇ  ତଦନ୍ତ  କରିଥିଲେ  ଯେ  ପୋଡୁଚାଷ ପାଇଁ ଏ ଇଲାକାର  ଲୋକ  ମାନେ  ଗଛ କରିଛନ୍ତି ।ପାଖାପାଖି ୬୦ ଗୋଟି  ଗଛ  କାଟିଦେଛନ୍ତି  ଯାହାକୁ କି  କାଲିମେଲା ବନ ବିଭାଗ  ଜବତ କରିଛି  ଓ ଏକ ଏମଟି  (Emty )କେସ ୟୁଡି କେସ ନମ୍ବର ୧୧୫ ଅପ୍ରେଲ  ୨୦୨୨ ରେ  ମାମଲା  ରୁଜୁ  କରି ।ଏହି ମାରିଗେଟା  ଜଙ୍ଗଲ ର ଗଛ  କାଟିଥିବା  ଆସାମି ଧରିବା  ପାଇଁ ଖୋଜୁଅଛି ।  କାଲିମେଳା ବନ ବିଭାଗ ।

ପ୍ରଶାନ୍ତ କୁମାର ବିହାରୀ 

କାଲିମେଳା ବ୍ଲକ

Leave A Reply

Your email address will not be published.