ମାଲକାନଗିରି,୧୩ l ୦୪ : ମାଲକାନଗିରି ଜିଲ୍ଲାପାଳଙ୍କ ବାସଭବନରୁ ୬ ଫୁଟ୍ର ଅଜଗର ସାପ ଉଦ୍ଧାର । ତେବେ ସାପଟିକୁ ଦେଖିବା ପରେ ସ୍ନେକ୍ ହେଲ୍ପ୍ ଲାଇନ୍ ସଦସ୍ୟକୁ ଫୋନ୍ କରାଯାଇଥିଲା । ତେବେ ଏହାର ଖବର ପାଇଁ ସ୍ନେକ୍ ହେଲ୍ପ ଲାଇନ୍ ସଦସ୍ୟ ଶିବାସିସ୍ ନାୟକ ଘଟଣା ସ୍ଥଳରେ ପହଁଚିଥିଲେ । ତେବେ ସାପଟିକୁ ଦେଖିବା ପରେ ଜ୍ଞାନ କୌଶଳ ଲଗାଇ ସେହି ସାପଟିକୁ ଧରିବାରେ ସଫଳହୋଇଥିଲେ । ସାପଟିକୁ ଧରିବା ପରେ ସହର ଠାରୁ ଦୂରରେ ଥିବା ଏକ ଜଙ୍ଗଲ ମଧ୍ୟରେ ଛାଡି ଦେଇଥିଲେ ।
Sign in
Sign in
Recover your password.
A password will be e-mailed to you.
Next Post