mobile header

ମାଲକାନଗିରି,୧୩ l ୦୪ : ମାଲକାନଗିରି ଜିଲ୍ଲାପାଳଙ୍କ ବାସଭବନରୁ ୬ ଫୁଟ୍‌ର ଅଜଗର ସାପ ଉଦ୍ଧାର । ତେବେ ସାପଟିକୁ ଦେଖିବା ପରେ ସ୍ନେକ୍ ହେଲ୍‌ପ୍ ଲାଇନ୍ ସଦସ୍ୟକୁ ଫୋନ୍ କରାଯାଇଥିଲା । ତେବେ ଏହାର ଖବର ପାଇଁ ସ୍ନେକ୍ ହେଲ୍ପ ଲାଇନ୍ ସଦସ୍ୟ ଶିବାସିସ୍ ନାୟକ ଘଟଣା ସ୍ଥଳରେ ପହଁଚିଥିଲେ । ତେବେ ସାପଟିକୁ ଦେଖିବା ପରେ ଜ୍ଞାନ କୌଶଳ ଲଗାଇ ସେହି ସାପଟିକୁ ଧରିବାରେ ସଫଳହୋଇଥିଲେ । ସାପଟିକୁ ଧରିବା ପରେ ସହର ଠାରୁ ଦୂରରେ ଥିବା ଏକ ଜଙ୍ଗଲ ମଧ୍ୟରେ ଛାଡି ଦେଇଥିଲେ ।

Leave A Reply

Your email address will not be published.