mobile header

ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକଙ୍କ ପୁଣ୍ୟତିଥି

ମାଲକାନଗିରି ଜିଲ୍ଲାପାଳ ଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଥିବା ବିଜୁ ବାବୁ ଙ୍କ ପ୍ରତିମୂର୍ତ୍ତି ରେTV ମାଲ୍ୟାର୍ପଣFC ସହିତ ଶ୍ରଦ୍ଧାଞ୍ଜଳି ଜ୍ଞାପନ ସହ ପୌରପରିଷଦ ଟାଉନ ହଲ ଠାରେ ବିଭିନ୍ନ କାର୍ଯ୍ୟକ୍ରମ ର ଆୟୋଜନ କରିଛି ମାଲକାନଗିରି ବିଜୁ ଜନତା ଦଳ। ଆଜି ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକଙ୍କ ତିରୋଧାନ ଦିବସ । ଆଜିର ଦିନକୁ ସଂପୂର୍ଣ୍ଣ ନିରାଡମ୍ବର ଭାବେ ପାଳନ କରୁଛି ମାଲକାନଗିରି ବିଜେଡି ।ବିଜୁ ଜନତା ଦଳ ଦଳର ସଭାପତି ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନିର୍ଦ୍ଦେଶକ୍ରମେ ଦଳ ଏହାକୁ ସେବା ଦିବସ ଭାବେ ପାଳନ କରିବା କୁ ନିର୍ଦେଶ ଦେଉଥିବା ବେଳେ ଆଜିର ଦିନକୁ ରାଜ୍ୟବାସୀ ସେବା ଉଦ୍ଦେଶ୍ୟରେ ଉତ୍ସର୍ଗ କରିବା ପାଇଁ ମନ୍ତ୍ରୀ, ସାଂସଦ, ବିଧାୟକ, ଛାମୁଆ ସଂଗଠନର କର୍ମକର୍ତା ଓ କର୍ମୀଙ୍କୁ ଆହ୍ୱାନ ଦେଇଛନ୍ତି ମୁଖ୍ୟମନ୍ତ୍ରୀ।

ଏହି କ୍ରମ ରେ ମାଲକାନଗିରି ଜିଲ୍ଲାରେ ବିଜୁ ବାବୁଙ୍କ ତିରୋଧାନ ଦିବସ ପାଳନ ବା ସେବା ଦିବସ ପାଳନ କରାଯାଇଛି।ଜିଲ୍ଲାର ଦୁଇ ଗୋଟି ନିର୍ବାଚନ ମଣ୍ଡଳୀ ର ସମସ୍ତ ନିର୍ବାଚିତ ଜିଲ୍ଲାପରିଷଦ ପାର୍ଥି, କାଉନସିଲ ର, ବିଧାୟକ ଓ କର୍ମୀ ଉପସ୍ଥିତ ରହି ସପଥ ଗ୍ରହଣ କରିବା ସହ ଲୋକ ଙ୍କ ସେବା ରେ ନିଜକୁ ନିୟୋଜିତ କରିବେ ବୋଲି ସଂକଳ୍ପ ବୋଧ କରିଥିଲେ। ଓଡ଼ିଶା ମୋ ପରିବାର ପକ୍ଷରୁ ଜୀବନ ବିନ୍ଦୁ କାର୍ଯ୍ୟକ୍ରମ ଜରିଆରେ ଜିଲ୍ଲା ବିଜେଡି ପକ୍ଷରୁ ରକ୍ତଦାନ ଶିବିର ଆରମ୍ଭ କରି ୫୧ ୟୁନିଟ ରକ୍ତ ସଂଗ୍ରହ କରାଯିବା ସହ। ସମୂହ ସଫେଇ, ସ୍ମୃତି ସଭା ଆଦି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି।

ଆଜିର ଏହି କାର୍ଯ୍ୟକ୍ରମରେ ଜିଲ୍ଲା ସଭାପତି ତଥା ମାନ୍ୟବର ବିଧାୟକ ଶ୍ରୀ ପୂର୍ଣ ଚନ୍ଦ୍ର ବାକା ସଭାପତିତ୍ୱ କରିଥିବା ବେଳେ, ଅନ୍ୟମାନଙ୍କ ମଧ୍ୟରେ ଜିଲ୍ଲା କାର୍ଯ୍ୟକାରୀ ସଭାପତି ଦୁର୍ଗା ପ୍ରାସଦ ତ୍ରିପାଠୀ, ଏବଂ ଓଡିଶା ମୋ ପରିବାର କୋଡ଼ିନେଟର ତଥା ପୂର୍ବତନ ବିଧାୟକ ମାନସ ମାଡକାମୀ, ଜିଲ୍ଲା ପରିଷଦ ଅଧ୍ୟକ୍ଷ୍ୟ ଶ୍ରୀମତୀ ସମାରୀ ତାଙ୍ଗୁଲ, ପୌରପରିଷଦ ଅଧ୍ୟକ୍ଷ ମନୋଜ ବାରିକ, ଜିଲ୍ଲା ବରିଷ୍ଟ ଉପଦେଷ୍ଟା ରାଜେନ୍ଦ୍ର ପଣ୍ଡା, ପୂର୍ବତନ ବିଧାୟକ ମୁକୁନ୍ଦ ସୋଡି, ଜିଲ୍ଲା ପରିଷଦ ଉପଅଧ୍ୟକ୍ଷ ପତିତପାବନ ବୈଦ୍ୟ, ମଞ୍ଚାସିନ ଥିବାବେଳେ। ଜିଲ୍ଲା ସାଧାରଣ ସମ୍ପାଦକ ଗୋପାଳ କୃଷ୍ଣ ପଣ୍ଡା ମଞ୍ଚ ପରିଚାଳନା କରିବା ସହ ସମସ୍ତ ନବନିର୍ବାଚିତ ପଦାଧିକାରୀ ଙ୍କୁ ଦଳର ଆଦର୍ଶ ଉପରେ ସଂକଳ୍ପ ଓ ଶପଥ କରାଈ ଥିଲେ। ଉକ୍ତ କାର୍ଯ୍ୟକ୍ରମ ରେ ଅନ୍ୟ ବରିଷ୍ଟ କର୍ମକର୍ତ୍ତା ଙ୍କ ମଧ୍ୟରୁ ପୌରପରିଷଦ ଉପଅଧ୍ୟକ୍ଷ୍ୟ ଶ୍ରୀମତୀ କବିତା ମହନ୍ତ, ମାଥିଲି ବ୍ଳକ ଚେର୍ମନ, ମହେଶ ବାକା, ମାଲକାନଗିରି ବ୍ଳକ ଚେର୍ମନ ଶ୍ରୀମତୀ ଗୌରୀ ପଡିଆମୀ,କାଲିମେଳା ବ୍ଳକ ଚେର୍ମନ ଶ୍ରୀମତୀ ସୁବାସିନୀ ସୋଡି, ପଡ଼ିଆ ବ୍ଳକ ଚେର୍ମନ ଶ୍ରୀମତୀ ଯମୁନା କବାସୀ ବାଲିମେଳା ନଗର ଚେର୍ମନ ପାର୍ଥି ସଞ୍ଜୀବ ଦୋରା, ଉପଅଧ୍ୟକ୍ଷ ଶ୍ରୀମତୀ ରଶ୍ମିତା ବାକା, ମାଥିଲି ଜିଲ୍ଲା ପରିଷଦ ସଭ୍ୟ ଶ୍ରୀମତୀ ଲଷ୍ମୀପ୍ରୟା ନାୟକ, ଶ୍ରୀମତୀ ରଶ୍ମିତା ମାଝୀ, ମାଲକାନଗିରି ଜିଲ୍ଲା ପରିଷଦ ଶ୍ରୀମତୀ କୁନି ଭୂମିଆ, ମୁକା ମାଡକାମୀ, କାଲିମେଳା ଜିଲ୍ଲା ପରିଷଦ ସଭ୍ୟ ଶ୍ରୀମତୀ ମମତା ପଡିଆମୀ, ପଡ଼ିଆ ବ୍ଳକ ଜିଲ୍ଲା ପରିଷଦ ସଭ୍ୟ କୁମାରୀ ସୁରଭି ବୋୖମିକ, କୋରୁକୁଣ୍ଡା ବ୍ଳକ ଜିଲ୍ଲା ପରିଷଦ ସଭ୍ୟ କୁମାରୀ ବିଜୟଲକ୍ଷ୍ମୀ ପଡିଆମୀ, ଖଇରପୁଟ ବ୍ଳକ ଜିଲ୍ଲା ପରିଷଦ ସଭ୍ୟ ବଳି ମାଝୀ, ଙ୍କ ସହ ମାଲକାନଗିରି ପୌରପରିଷଦ କାଉଁସିଲେର ବୃନ୍ଦ ଙ୍କ ମଧ୍ୟରୁ ପେଣ୍ଡ୍ର ପ୍ରାସଦ ପଣ୍ଡା,ପିତାମ୍ବର ସେଠି, କୁମାରୀ ଦୀପିକା ରାଣୀ ପୂଜାରୀ, ଶ୍ରୀମତୀ ସଂଯୁକ୍ତା ଦାସ, କୁମାରୀ ବତୀ ଜାନୀ, ତ୍ରିମଳା ନାୟକ, ଗଣେଶ ସାହା, ବିକାଶ ଦାସ, ଶ୍ରୀମତୀ ରାଯ୍ୟୟା ଆଲୁଆଲିଆ, ରାଜୀବ ଲୋଚନ ଶିଶା, ସୁବ୍ରତ ମଜୁମଦାର, ଜିଲ୍ଲା ଛାତ୍ର ସଭାପତି ତାପସ ରଞ୍ଜନ ନାୟକ, ଜିଲ୍ଲା ଉପ ସଭାପତି ହୃଦାନନ୍ଦ ସାହୁ, ଉପଦେଷ୍ଟା ପ୍ରକାଶ ପଟ୍ଟନାୟକ, ବୁନା ରାଓ, ପରମେଶ୍ୱର ରାଓ, ପ୍ରଫୁଲ୍ଲ ପଣ୍ଡା, ଏବଂ (ବରିଷ୍ଟ ଆଇନ ଯିବି, ରବି ନାରାୟଣ ପାତ୍ର, ଅଶୋକ ପଟ୍ଟନାୟକ, ଭବାନୀ ମିଶ୍ର, ଲମ୍ବୁଧର ତୃକ,) ସମେତ, ଦାଶରଥି ବେହେରା, ଗୋପି ପାଙ୍ଗି, ଭଗବାନ ସାହୁ, ଉମା ସାହୁ, ଶରତ ଚନ୍ଦ୍ର ବିଶ୍ୱାଳ, ସତ୍ୟ ପାଣିଗ୍ରାହୀ, ମଦନ ଖୋସଲା, ସୁବାସ ବେନେର୍ଜି, ସୋମନାଥ ବର୍ଷେ, ରଞ୍ଜନ ପାଙ୍ଗି, ମାଲକାନଗିରି ବ୍ଳକ ସାଂସଦ ପ୍ରତିନିଧି କମେଶ୍ୱର ରାଓ,ପଡ଼ିଆ ବ୍ଳକ ସାଂସଦ ପ୍ରତିନିଧି ରାବିଟ କୁମାର, ସୁବାସ ବୋୖମିକ, ଶ୍ରୀମତୀ କମଳା ଢାଳି, ନଗର ସଭାପତି ଡି. ନାଗା, ସାର୍ଵ ବିଶୋଇ, ଶ୍ରୀମତୀ ପ୍ରଶାନ୍ତି ବିଶୋଇ, ଶ୍ରୀମତୀ ଦୁଲାଲି ଥଣ୍ଡର, କୁମାରୀ ଗୌରୀ ମାଡକାମୀ, ବି.ଵାଲା, ନିତନ ଵାଲା, କଣ୍ଟେଶ୍ୱର୍ ପୋଟଲା, ଶିବ ତ୍ରିପାଠୀ, ସୁନିଲ ସାହୁ, କେ, ରାହୁଲ, ରବି ରାଜେଶ, ମନୋଜ ପଟ୍ଟନାୟକ,ଏ, ରାଜୁ ବସନ୍ତ ନାୟକ, ବଳରାମ ଭଞ୍ଜ, ସୁଧୀର ଜେନା, ବିଶ୍ୱନାଥ ପଟ୍ଟନାୟକ, ଓ ଜିଲ୍ଲା ର ସମସ୍ତ ବରିଷ୍ଟ, ଯୁବ ଛାତ୍ର,ମହିଳା ପ୍ରମୁଖ ଉପସ୍ଥିତ ଥିଲେ।। 🙏

Leave A Reply

Your email address will not be published.