mobile header

ଦେବଗଡ଼ ଜିଲ୍ଲା ବିଜେଡି ପକ୍ଷରୁ ପ୍ରଧାନପାଟ ରେ ତିଳ ଦର୍ପଣ

ଦେବଗଡ଼ ୧୭/୪::::: ଓଡ଼ିଶାର ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକଙ୍କ ଶ୍ରାଦ୍ଧ ଦିବସ ଅବସରରେ ଦେବଗଡ଼ ଜିଲ୍ଲା ବିଜେଡି ପକ୍ଷରୁ ତିଳ ଦର୍ପଣ କରାଯାଇଛି। ଜିଲ୍ଲା ବିଜେଡି ସଭାପତି ରୋମାଞ୍ଚ ରଞ୍ଜନ ବିଶ୍ୱାଳଙ୍କ ନେତୃତ୍ୱରେ ଜିଲ୍ଲାର ବହୁ ନେତା, କର୍ମୀ ଓ ବିଭିନ୍ନ ଲୋକ ପ୍ରତିନିଧି ସ୍ଥାନୀୟ ପ୍ରଧାନପାଟ ଠାରେ ଯୋଗ ଦେଇ ବ୍ରାହ୍ମଣ ଙ୍କ ବେଦ ଉଚାରଣ ମଧ୍ୟରେ ତିଳ ଦର୍ପଣ କରିଥିଲେ।

Leave A Reply

Your email address will not be published.