mobile header

ଦେବଗଡ଼ ଜିଲ୍ଲା ବିଜେଡ଼ି ପକ୍ଷରୁ ପ୍ରଭାତ ଫେରି ଓ ସମୂହ ସଫେଇ

।। ଦେବଗଡ଼ ୧୭/୪::::: ଓଡ଼ିଶା ର ପୂର୍ବତନ ମୁଖ୍ୟମନ୍ତ୍ରୀ ବିଜୁ ପଟ୍ଟନାୟକଙ୍କ ତିରୋଧାନ ଦିବସ ଅବସରରେ ଜିଲ୍ଲା ବିଜେଡି ପକ୍ଷରୁ ପ୍ରଭାତ ଫେରୀ ଓ ସଫେଇ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ଆଜି ସକାଳ ୬ ଟାରେ ଜିଲ୍ଲା ବିଜେଡି କାର୍ଯ୍ୟାଳୟ ରୁ ଜିଲ୍ଲା ସଭାପତି ରାମାଞ୍ଚ ରଞ୍ଜନ ବିଶ୍ୱାଳ ଙ୍କ ନେତୃତ୍ୱରେ ଜିଲ୍ଲାର ବହୁ ନତା ଓ କର୍ମୀ ଯୋଗ ଦେଇ’ ବିଜୁ ବାବୁ ଅମର ରହେ’ ‘ଦେବଗଡ଼ ଜିଲ୍ଲାର ସ୍ରଷ୍ଟା ବିଜୁ ପଟ୍ଟନାୟକ ଅମର ରହେ ‘ ଇତ୍ୟାଦି ସ୍ଲୋଗାନ ଦେଇ ପ୍ରଧାନପାଟ ଠାରେ ପହଞ୍ଚି ଥିଲେ। ସେଠାରେ ନେତା ଓ କର୍ମୀ ପ୍ରଧାନପାଟ ଓ ସ୍ମଶାନ ଘାଟ ର ସଫେଇ କରିଥିଲେ।

Leave A Reply

Your email address will not be published.