mobile header

ମହାନ ଜନନାୟକ ବିଜୁପଟ୍ଟନାୟକ ତିରୋଧାନ ଦିବସ

କାଲିମେଳା ତା ୧୬/୪ ଆଜି ସ୍ଥାନୀୟ କାଲିମେଳା ଗ୍ରାମ ପଂଚାୟତ ସଭାଗୃହ ରେ ମହାନ ଜନନାୟକ ତଥା ଓଡିଶାର ପ୍ରଭାଦ ପୁରୁଷ ବିଜୁପଟ୍ଟନାୟ ଙ୍କ ତିରୋଧାନ ଦିବସ ଅନୁଷ୍ଠିତ ହୋଇ ଯାଇଛି। ଏ ଅବସରରେ ବିଜୁବାବୁଙ୍କ ଫୋଟଚିତ୍ର ରେ ବିଜୁଜନତା ଦଳର ଯୁବ ଓ ଛାତ୍ର ଓ ବିଜେଡିର କର୍ମୀ ବୃନ୍ଦ ମିଶି ପୁଷ୍ପ ମାଲ୍ୟାର୍ପଣ କରିଥିଲେ ଓ ଦିପ,ଧୂପ ଜଳାଇ ନଡିଆ ଫଠାଇ ସଭାଗୃହ ଏହି ବିଜୁବାବୁଙ୍କ ତିରୋଧାନ ଦିବସ ପାଳନ କରିଥିଲେ ଓ ବିଜୁବାବୁଙ୍କ ଜୀବନ ଉପରେ ଭାଷଣ ରେ ଆଲୋକପାତ କରିଥିଲେ। ତାପରେ ସ୍ଥାନୀୟ ଗୋଷ୍ଠୀସ୍ବାସ୍ଥ୍ବ କେନ୍ଦ୍ର କୁ ଯାଇ ସମସ୍ତେ ବିଜେଡିର ଦଳିୟୀ କର୍ମୀମାନେ ରୋଗୀ ୱାଡରେ ପହଞ୍ଚି ସମସ୍ତ ଶଯ୍ୟାସାୟୀ ରୋଗୀଙ୍କୁ ଫଳ ଓ ଚୁଡା, ବିସ୍କୁଟ ଇତ୍ୟାଦି ରୋଗୀମାନଙ୍କ ବାଣ୍ଟି ଥିଲେ। ଏ ଅବସରରେ ବିଜେଡିର ଜିଲ୍ଲା ସାଧାରଣ ସମ୍ପାଦକ ଶ୍ରୀ ରୁଦ୍ର ପାତ୍ର, ସୁଧୀର ସ୍ବାଇଁ,କ୍ରିଷ୍ଣା ରାଙ୍ଗୁ, ଆଇଟି ସେଲ ସୌରଭ ମଣ୍ଡଳ, ଯୁବ ଉପସଭାପତି ପ୍ରଦିପ ମଣ୍ଡଳ, ଓ ଛାତ୍ର ଉପସଭାପତି ସଞୁ ସରକାର ପ୍ରମୁଖ ଉପସ୍ଥିତ ଥିଲେ।

Leave A Reply

Your email address will not be published.