
କାଲିମେଳା ତା ୨୩/୪ ଗତକାଲି କାଲିମେଳା ଥାନା ପକ୍ଷରୁ ପେଟ୍ରୋଲିଙ୍ଗ କରୁଥିବା ସମୟରେ ଏମଭି 66 ଗ୍ରାମ ନିକଟରୁ ତିନି ମଟର ସାଇକଲ ସହ ପାଞ୍ଚ ଗିରଫ ହୋଇଛନ୍ତି, ଏମାନଙ୍କ ନିକଟରୁ ୧୨୫କେଜି ୪୦୦ ଗ୍ରାମ ଗଞ୍ଜେଇ ଜବଦ କରାଯାଇଛି, ଅଭିଯୁକ୍ତ ମାନେ ଚିତ୍ରକୋଣ୍ଡା ଅଂଚଳ ରୁ ତେଲେଙ୍ଗାନାର ଭଦ୍ରାଚଳମ ଅଞ୍ଚଳକୁ ନେଉଥିଲେ ବୋଲି ପୋଲିସ ପକ୍ଷରୁ କୁହାଯାଇଛି l ଅଭିଯୁକ୍ତ ମାନେ ହେଲେ ଏମଭି 79ଥାନା ତେଲେରାଇ ଗ୍ରାମର ଜଗା ମାଡକାମୀ, ରାମା ମାଡକାମୀ, ଦେବା ମାଡକାମୀ, ଅନ୍ୟ ଦୁଇ ଜଣ ଙ୍କ ମଧ୍ୟ୍ୟରୁ ଜଣେ ବଙ୍ଗା ରାଇ ୱାଡୁ ଚିତ୍ରକୋଣ୍ଡା ଅଞ୍ଚଳର ଲିମାଲ ପଲମ, ର ଅନ୍ୟଜଣେ ହେଲେ ରତନ ବୁଡିଆ ଡ଼ଙ୍ଗରାଇ ପାଲବୋଡା ଏମାନଙ୍କୁ ଆଜି କେସ ନମ୍ବର 106/22ରୁଜୁ କରାଯାଇ କୋର୍ଟ ଚାଲାଣ କରାଯାଇଛି ଏସ ଆଇ ଦ୍ରୋଣା ଚାର୍ଯ୍ୟ ସୁନାନୀ ଏହାର ଅଧିକ ତଦନ୍ତ ନିମନ୍ତେ ଦାୟିତ୍ୱ ଦିଆ ଯାଇଥିବା ଥାନା ଅଧିକାରୀ ପକ୍ଷରୁ କୁହା ଯାଇଛି,