mobile header

ପୁଲିସ ପାଉନି, ହେଲେ

ସିଲସିଲା ବେହେରା… ଯିଏ ନିଜ ସ୍ୱାମୀଙ୍କୁ ମାରିବାକୁ ଗୁଣ୍ଡା ଲଗାଇଥିବା ଅଭିଯୋଗରେ କମିଶନରେଟ ପୁଲିସ ପାଇଁ ମୋଷ୍ଟ ୱାଂଟେଡ ଅଛନ୍ତି । ପୋଲିସ ଯେଉଁ ମହିଳାଙ୍କୁ ନିଜ ପ୍ରେସ ରିଲିଜରେ ଅଭିଯୁକ୍ତ ବୋଲି ଦର୍ଶାଇ ତାଙ୍କୁ ବାନ୍ଧିବା ପାଇଁ ଖୋଜୁଛି , ସେହି ସିଲସିଲା ଏବେ ସାମ୍ନାକୁ ଆସି ମୁଁ ଫେରାର ନୁହେଁ ବୋଲି ଗଣମାଧ୍ୟମ ଆଗରେ ଇଣ୍ଟରଭ୍ୟୁ ଦେଉଛନ୍ତି । ଏପରିକି ଡ୍ରାଇଭରଙ୍କ ସହ ଅନୈତିକ ସମ୍ପର୍କ ବାବଦରେ ପ୍ରେସ ରିଲିଜ ଜାରି କରିଥିବା ପୁଲିସ ବିରୋଧରେ ମାନହାନି ମୋକଦ୍ଦମା ବୋଲି ଧମକ ଦେଇଛନ୍ତି ।

କାହିଁକି ସିଲସିଲାଙ୍କୁ ପାଉନି ପୁଲିସ?
କିଏ କହୁଛି ସତ?
କୁଆଡେ ଗଲେ ସିଲସଲାଙ୍କ ସ୍ୱାମୀ?

ପୁଲିସ ଆଖିରେ ଫେରାର ଥିବା ସିଲସିଲା କେମିତି ଗଣମାଧ୍ୟମରେ ମତ ରଖୁଛନ୍ତି?
ତଦନ୍ତ ପୂର୍ବରୁ ପୁଲିସ ସିଲସିଲାଙ୍କ ମତ ନେଇନାହିଁ କି?
ସ୍ତ୍ରୀ ଗଣମାଧ୍ୟମକୁ ଆସିବା ପରେ ସ୍ୱାମୀ କାହିଁକି ଚୁପ୍ ଅଛନ୍ତି ?
ପୁଲିସ ଏକପାଖିଆ ତଦନ୍ତ କରିଛି କି?
ସ୍ୱାମୀଙ୍କୁ ଆକ୍ରମଣ ପଛରେ ସିଲସିଲା ନା ଆଉ କିଏ?

Leave A Reply

Your email address will not be published.