ସୁନ୍ଦରଗଡ, ୨୩/୦୪: ପ୍ରେମ ପରେ ପ୍ରତାରଣା କରିଥିବା ନେଇ ରାଜଗାଙ୍ଗପୁର ଥାନାରେ ମହିଳାଙ୍କ ଅଭିଯୋଗ ପରେ ବନ୍ଧା ହେଲେ ବିନିକା ଅତିରିକ୍ତ ତହସିଲଦାର ରୂପକ କୁଜୁର । ବର୍ଷାଧିକ କାଳ ଜନୈକ ଯୁବତୀଙ୍କ ସହ ପ୍ରେମ ସମ୍ପର୍କ ରଖି ଅନେକ ଥର ଶାରୀରିକ ସମ୍ପର୍କ ରଖିବା ପରେ ଅନ୍ୟ ଜଣେ ଯୁବତୀଙ୍କୁ ବିବାହ କରିଥିଲେ । ଏ କଥା ଜାଣିବା ପରେ ରୁପକଙ୍କ ନାଁରେ ଥାନାରେ ମାମଲା ଦାଏର କରିଥିଲେ ଯୁବତୀ । ହେବା ପରେ ଆଜି ରାଜଗାଙ୍ଗପୁର ପୋଲିସ ଅତିରିକ୍ତ ତହସିଲଦାର ରୁପକ କୁଜୁରଙ୍କୁ ଗିରଫ କରିଛି ।
Sign in
Sign in
Recover your password.
A password will be e-mailed to you.
Next Post