mobile header

ଲଭ-ସେକ୍ସ-ଧୋକା, ଜଣେ ଯୁବତୀଙ୍କ ସହ ସଂପର୍କ ରଖିଲେ, ଅନ୍ୟ ଜଣଙ୍କୁ ବିବାହ କରି ଗିରଫ ହେଲେ ଅତିରିକ୍ତ ତହସିଲଦାର

ସୁନ୍ଦରଗଡ, ୨୩/୦୪: ପ୍ରେମ ପରେ ପ୍ରତାରଣା କରିଥିବା ନେଇ ରାଜଗାଙ୍ଗପୁର ଥାନାରେ ମହିଳାଙ୍କ ଅଭିଯୋଗ ପରେ ବନ୍ଧା ହେଲେ ବିନିକା ଅତିରିକ୍ତ ତହସିଲଦାର ରୂପକ କୁଜୁର । ବର୍ଷାଧିକ କାଳ ଜନୈକ ଯୁବତୀଙ୍କ ସହ ପ୍ରେମ ସମ୍ପର୍କ ରଖି ଅନେକ ଥର ଶାରୀରିକ ସମ୍ପର୍କ ରଖିବା ପରେ ଅନ୍ୟ ଜଣେ ଯୁବତୀଙ୍କୁ ବିବାହ କରିଥିଲେ । ଏ କଥା ଜାଣିବା ପରେ ରୁପକଙ୍କ ନାଁରେ ଥାନାରେ ମାମଲା ଦାଏର କରିଥିଲେ ଯୁବତୀ । ହେବା ପରେ ଆଜି ରାଜଗାଙ୍ଗପୁର ପୋଲିସ ଅତିରିକ୍ତ ତହସିଲଦାର ରୁପକ କୁଜୁରଙ୍କୁ ଗିରଫ କରିଛି ।

Leave A Reply

Your email address will not be published.