mobile header

ଶ୍ରୀଜିଉଙ୍କୁ ଦର୍ଶନ କଲେ ସୁପ୍ରିମକୋର୍ଟ ବିଚାରପତି ରବୀନ୍ଦ୍ର ଭଟ୍ଟ

ପୁରୀ: ଶ୍ରୀଜିଉଙ୍କୁ ଆଜି ସୁପ୍ରିମକୋର୍ଟଙ୍କ ବିଚାରପତି ରବୀନ୍ଦ୍ର ଭଟ୍ଟ ଦର୍ଶନ କରିଛନ୍ତି। ବିଚାରପତି ଭଟ୍ଟ ସସ୍ତ୍ରୀକ ପ୍ରାତଃ କାଳରେ ଶ୍ରୀମନ୍ଦିର ପରିଦର୍ଶନ କରିଛନ୍ତି। ଶ୍ରୀମନ୍ଦିରରେ ଶ୍ରୀଜିଉଙ୍କୁ ଦର୍ଶନ କରି ସେ ଫେରିଯାଇଛନ୍ତି। ଶ୍ରୀମନ୍ଦିରରୁ ଫେରିବା ସମୟରେ ଜିଲ୍ଲା ପ୍ରଶାସନ, ପୁଲିସ ପ୍ରଶାସନର ବରିଷ୍ଠ ଅଧିକାରୀଙ୍କ ଉପସ୍ଥିତିରେ ଶ୍ରୀମନ୍ଦିର ପ୍ରଶାସକ ଜିତେନ୍ଦ୍ର ସାହୁ ଲାଗି ଖଣ୍ଡୁଆ ପ୍ରଦାନ କରି ସମ୍ମାନିତ କରିଥିଲେ।

Leave A Reply

Your email address will not be published.