xmas

ଚିତ୍ର କୋଣ୍ଡା ଥାନା ଭାରପ୍ରାପ୍ତ ଅଧିକାରୀଙ୍କ ବଦଳି କୁ ନେଇ ପୁରା ଚିତ୍ର କୋଣ୍ଡା ଅଞ୍ଚଳରେ ଦୁଃଖିତ।

ମାଲକାନ ଗିରି ଜିଲ୍ଲାର ଚିତ୍ର କୋଣ୍ଡା ଥାନା ଅଧିକାରୀ ଶ୍ରୀ ସୂର୍ଯ୍ୟପ୍ରକାଶ ନାୟକ ଙ୍କ ଆଜି ଚିତ୍ରକୋଣ୍ଡା ଠାରୁ ମାଥିଲି ଥାନା କୁ ବଦଳି ହୋଇଛି।କିନ୍ତୁ ଶ୍ରୀ ନାୟକ ଯେଉଁ ଦିନ ଠାରୁ ଚିତ୍ର କୋଣ୍ଡା ଥାନା ରେ ଯୋଗ ଦେଇ ଥିଲେ ଅଞ୍ଚଳ ବାସିଙ୍କ ସହ ସମସ୍ତ ସୁଖ ଦୁଃଖ ର ସାଥି ହୋଇ ରହିଆସୁଥିଲେ ଏବଂ ଅନେକ ଜନସାଧାରଣ ଙ୍କ ନିମନ୍ତେ ସାହାଯ୍ଯ ସହଯୋଗ କରିବା ସହ ପୋଲିସ ଓ ସାଧାରଣ ଲୋକଙ୍କ ମଧ୍ଯ ରେ ଏକ ବନ୍ଧୁ ତା ସ୍ଥାପନ କରି ଅନେକ ପ୍ରଶଂସିତ ହୋଇଥିବା ହେତୁ ଶ୍ରୀ ସୂର୍ଯ୍ୟପ୍ରକାଶ ନାୟକ ଙ୍କ ବଦଳି କୁ ଅଞ୍ଚଳ ବାସି ଦୁଃଖ ପ୍ରକାଶ କରିଛନ୍ତି।

ଶ୍ରୀ ନାୟକ ମଧ୍ଯ ବହୁ ଦୁଃଖ ପ୍ରକାଶ କରିଛନ୍ତି। ସେହି ଦୁଃଖ ର ଭିତରେ ଆଜି ଚିତ୍ର କୋଣ୍ଡା ଠାରୁ ବିଦାୟ ସଂବର୍ଧିତ କରି ଆଜି ଶ୍ରୀ ସୂର୍ଯ୍ୟପ୍ରକାଶ ନାୟକ ମାଥିଲି ଅଭିମୁଖେ ଯାତ୍ରା କରିଛନ୍ତି।

Leave A Reply

Your email address will not be published.