mobile header

ଆଠଗଡ଼ ବାସୀ ଙ୍କ ନ୍ୟାୟ ପାଇଁ ବବି ଏବଂ ପ୍ରତାପ ଜେନା ଙ୍କୁ ଭେଟିଲେ ଅଭୟ

ଆଠଗଡ଼ ୭୧ ଗ୍ରାମ କୁ ସିଡିଏ ମିଶାଇବା ପାଇଁ ଯେଉଁ ସବୁ ଚକ୍ରାନ୍ତ ଚାଲିଛି ବିଭିନ୍ନ ଅନୁଷ୍ଠାନ ପକ୍ଷରୁ ଆଠଗଡ଼ ବନ୍ଦ ପାଳନ କରୁଥିବା ବେଳେ ଆଠଗଡ଼ ଯୁବ ସଂଗଠନ ଅଭୟ କୁମାର ବାରିକ ମୁଖ୍ୟ ଶାସନ ସଚିବ ଓଡିଶା ରାଜ୍ୟ ସରକାରଙ୍କ ଦିତୀୟ ଖ୍ୟମତା କେନ୍ଦ୍ର ବୋଲାଯାଉଥିବା ପଣବ ପ୍ରକାଶ ଦାସ ଏବଂ ମାନ୍ୟବର ନଗର ଉନ୍ନୟନ ପଞ୍ଚାୟତ ରାଜ ମନ୍ତ୍ରୀ ପ୍ରତାପ ଜେନା, ନଗର ଉନ୍ନୟନ ବିଭାଗ ସଚିବ ମାଥିଭାଥାନନ୍ ଙ୍କୁ ସାକ୍ଷାତ କରି ଏଭଳି ନିଷ୍ପତ୍ତି କୁ ପ୍ରତ୍ୟାହାର କରିବା ପାଇଁ ସେ ଏକ ସ୍ମାରକ ପତ୍ର ଦେଇଥିଲେ, ଅଭୟ କୁମାର ବାରିକ ମତରେ ଆଠଗଡ଼ କୁ ଏକ ଜିଲ୍ଲା ର ମାନ୍ୟତା ପାଇପାରିଥାଆନ୍ତା, କିନ୍ତୁ ଏହା ହୋଇ ପାରିଲା ନାହିଁ, ଏହି ୭୧ ଗ୍ରାମ ସିଡିଏ ରେ ମିଶାଇବା କୁ ନେଇ ସାଧାରଣ ଲୋକ ଅଭିଯୋଗ କରିବା ପାଇଁ କୋୖଣସି ଅନଲାଇନ୍ ପୋର୍ଟାଲ ଦିଆଯାଇନଥିବାରୁ ଲୋକଙ୍କ ଅଭିଯୋଗ ଦାଖଲ ପାଇଁ ଭୂବନେଶ୍ୱର ଯିବାକୁ ପଡୁଛି,ଏହା ଦ୍ୱାରା ଗ୍ରାମ ବାସୀଙ୍କର ଭାବାବେଗ ଓ ସମ୍ମାନ କୁ ଆଘାତ ପହଞ୍ଚାଇଛି, ଅନ୍ୟପକ୍ଷରେ ବାବା ଧବଳେଶ୍ଵର, ସର୍ପେ ଶ୍ୱର ମହାଦେବ ଆଠଗଡ଼ ର ଐତିହ୍ୟର ମୂଳପିଣ୍ଡ, ଏହି ମନ୍ଦିର ସିଡିଏ ରେ ମିଶାଇବା ଅତ୍ୟନ୍ତ ଦୁଃଖଦ ଘଟଣା, ଏହି ଘଟଣା କୁ ତୁରନ୍ତ ଆଲୋଚନା କରାଯାଇ ଆଠଗଡ଼ ର ୭୧ ଗୋଟି ଗ୍ରାମବାସୀ ମାନଙ୍କୁ ଉଚିତ୍ ନ୍ୟାୟ ପ୍ରଦାନ କରାଯାଉ,

Leave A Reply

Your email address will not be published.