mobile header

ଉତ୍କଳ ବିଶ୍ଵବିଦ୍ୟାଳୟର ସମାବର୍ତ୍ତନ ଉତ୍ସବରେ ବିଚାରପତି ଡ଼. ବି. ଆର ଶଢଙ୍ଗୀ ଦ୍ୱାରା ଶୁଭଲଷ୍ମୀ ମହାନ୍ତିଙ୍କୁ ଡିଗ୍ରୀ ଉପାଧି ପ୍ରଦାନ କରାଯାଇଥିଲା। ଏହି ଉତ୍ସବରେ ମନ୍ତ୍ରୀ ଡ଼. ଅରୁଣ ସାହୁ ମଧ୍ୟ ଉପସ୍ଥିତ ଥିଲେ।

Leave A Reply

Your email address will not be published.