mobile header

ଡମ୍ଫର ଚାପାରେ ଜଣେ ମୃତ


Boudh… -କଣ୍ଟାମାଲ ଥାନା ଅନ୍ତର୍ଗତ ଘଣ୍ଟପାଳି ନିକଟରେ ଏକ କେମ୍ପ ରେ ଏକ ଡମ୍ଫର ଚାପାରେ ଜଣଙ୍କ ମୃତ ହୋଇଛି ସୂଚନା ମତେ କୌଣସି କାରଣରୁ ଚାଳକ ଓ ଯୁବକଙ୍କ ମଧ୍ୟ୍ୟରେ କଥା କଟା କୁଟି ହୋଇଥିଲା ଫଳରେ ଚାଳକ ଜଣକ ଯୁବକ ଙ୍କ ଉପରେ ଗାଡି ମଡ଼େଇ ଦେଇଥିବା ଯାହାଜଣାପଡୁଛି ଯୁବକ ଜଣଙ୍କ ସେଠାରେ ସାଇଟ ମେନେଜର ଭାବରେ କାର୍ଯ୍ୟରତ ଥିଲେ I ମୃତ୍ୟୁଯୁବକ ଅନୁଗୁଳ ଜିଲ୍ଲାର ବିରଳ ମୁଣ୍ଡା ଗ୍ରାମର ସତ୍ୟନନ୍ଦ ପାଣ୍ଠି I ଘଟଣାସ୍ଥଳ କୁ କଣ୍ଟାମାଲ ପୋଲିସ ଯାଇ ସବକୁ ଜବତ କରିବା ସହ ଚାଳକକୁ ଅଟକ ରଖିପଚାର ଉଚରା କରୁଛି ଏପଟେ ସବମନମୁଣ୍ଡା ରେ ବ୍ୟବଛେଦ କରି ପରିବାର ଲୋକଙ୍କୁ ହସ୍ତାନ୍ତର କରାଯାଇଛି

Leave A Reply

Your email address will not be published.