mobile header

ମକରଧ୍ବଜ ପାତ୍ର ଙ୍କୁ କେବେମିଲିବ ପ୍ରଧାନମନ୍ତ୍ରୀ ଆବାସ ଯୋଜନା ରେ ଘର

ବୌଦ୍ଧ ଜିଲ୍ଲା ଅନ୍ତର୍ଗତ କଣ୍ଟାମାଳ ବ୍ଲକ ଅନ୍ତର୍ଗତ ବରଗାଁ ଗ୍ରାମପଞ୍ଚାୟତର ବରଗାଁ ଗ୍ରାମ ରେ ରହନ୍ତି ହେଣ୍ଡିକେପ ବୃଦ୍ଧ, ତାଙ୍କର ଆୟକହିଲେ ଗାଈ ଗୋରୁ ଛେଳି ମେଣ୍ଢା ଚରାଇ ତାଙ୍କର ପରିବାର ପୋଷଣ କରନ୍ତି। ତାଙ୍କର ଦୁଇଟି ପୁତ୍ର ଓ ଦୁଇଟି ସ୍ତ୍ରୀ, ବରଗାଁ ଗ୍ରାମ ରେ ବଡ଼ବଡ଼ିଆ ଲୋକମାନେ ପ୍ରଧାନମନ୍ତ୍ରୀ ଆବାସ ଗୃହ ପାଇଛନ୍ତି କିନ୍ତୁ ଏହି ଗରିବ ଶ୍ରେଣୀ ର ମକରଧ୍ବଜ ଙ୍କୁ କେବେମିଲିବଘର ।

#Report.. Abu Khan. Boudh.

Leave A Reply

Your email address will not be published.