ବୌଦ୍ଧ ଜିଲ୍ଲା ଅନ୍ତର୍ଗତ କଣ୍ଟାମାଳ ବ୍ଲକ ଅନ୍ତର୍ଗତ ବରଗାଁ ଗ୍ରାମପଞ୍ଚାୟତର ବରଗାଁ ଗ୍ରାମ ରେ ରହନ୍ତି ହେଣ୍ଡିକେପ ବୃଦ୍ଧ, ତାଙ୍କର ଆୟକହିଲେ ଗାଈ ଗୋରୁ ଛେଳି ମେଣ୍ଢା ଚରାଇ ତାଙ୍କର ପରିବାର ପୋଷଣ କରନ୍ତି। ତାଙ୍କର ଦୁଇଟି ପୁତ୍ର ଓ ଦୁଇଟି ସ୍ତ୍ରୀ, ବରଗାଁ ଗ୍ରାମ ରେ ବଡ଼ବଡ଼ିଆ ଲୋକମାନେ ପ୍ରଧାନମନ୍ତ୍ରୀ ଆବାସ ଗୃହ ପାଇଛନ୍ତି କିନ୍ତୁ ଏହି ଗରିବ ଶ୍ରେଣୀ ର ମକରଧ୍ବଜ ଙ୍କୁ କେବେମିଲିବଘର ।
#Report.. Abu Khan. Boudh.