mobile header

ପୂର୍ବ ଶତ୍ରୁତାକୁ କେନ୍ଦ୍ରକରି ରାଧାଦେଇପୁର ପଞ୍ଚାୟତ କାର୍ଯ୍ୟାଳୟର ପିଅନଙ୍କ ଉପରେ ଟ୍ରକ୍‌ ଚଢ଼ାଇ ହତ୍ୟା

ଯାଜପୁର Sudhansu Parida.

ବଡ଼ଚଣା ଥାନା ଅନ୍ତର୍ଗତ ରାଧାଦେଇପୁର ପଞ୍ଚାୟତ ବିଲିକଣା ଗ୍ରାମରେ ଗୁରୁବାର ସକାଳେ ଏକ ଅଭାବନୀୟ ଘଟଣା ଘଟିଛି। ପୂର୍ବ ଶତ୍ରୁତାକୁ କେନ୍ଦ୍ରକରି ରାଧାଦେଇପୁର ପଞ୍ଚାୟତ କାର୍ଯ୍ୟାଳୟର ପିଅନ ବିଲିକଣା ଗ୍ରାମର ବସନ୍ତ କୁମାର ସାହୁଙ୍କ ଉପରେ ସେହି ଗ୍ରାମର ଜଣେ ବ୍ୟକ୍ତି ଟ୍ରକ୍‌ ଚଢାଇ ହତ୍ୟା କରିଥିବା ଅଭିଯୋଗ ହୋଇଛି । ଖବରପାଇ ପୁଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି। ଦୁର୍ଘଟଣା ଘଟାଇବା ପରେ ଟ୍ରକ ସହ ହତ୍ୟାକାରୀ ମାଲିକ କେଉଁଆଡ଼େ ଫେରାର୍‌ ହୋଇଯାଇଛି।

Leave A Reply

Your email address will not be published.