ଅମାପ ସମ୍ପତ୍ତିର ମାଲିକ କଳାରାହଙ୍ଗ ପ୍ରାଣୀଧନ ଚିକିତ୍ସକ, ଟ୍ୱିନ୍‌ ସିଟିରେ ରହିଛି ୯୦ଟି ପ୍ଲଟ

ଭୁବନେଶ୍ୱର ୦୫।୦୫: କୋଟିପତି ଏଲ୍‌ଆଇଙ୍କର ୯୦ଟି ପ୍ଲଟ । କୁବେର ବାବୁଙ୍କ ଅମାପ ସମ୍ପତ୍ତି । ଭୁବନେଶ୍ୱର କଳାରାହଙ୍ଗ ପ୍ରାଣୀଧନ ଚିକିତ୍ସକଙ୍କର କୋଟି କୋଟି ଟଙ୍କାର ସମ୍ପତ୍ତି ଠାବ ହୋଇଛି । କେବଳ ଟ୍ୱିନ୍‌ ସିଟିରେ ୯୦ ପ୍ଲଟ ସହ ୪ଟି ବିଲ୍ଡିଂ, ୩ଟି ଫ୍ଲାଟ୍‌ ଓ ଗୋଟିଏ ଆଉଟହାଉସ୍‌ ରହିଛି । ଏହାସହ ଅଧ କିଲୋ ସୁନା ଓ ବିଭିନ୍ନ ବ୍ୟାଙ୍କରେ ପ୍ରାୟ ୧୭ଲକ୍ଷ ଟଙ୍କାର ଡିପୋଜିଟ୍‌ ଠାବ ହୋଇଛି

Leave A Reply

Your email address will not be published.