mobile header

ଚକରା କିଏ ଓ ପୋଲିସ ପାଇଁ କାହିଁକି ପାଲଟିଥିଲା ମୋଷ୍ଟ ୱାଣ୍ଟେଡ୍ ?

ଚକରା କିଏ ଓ ପୋଲିସ ପାଇଁ କାହିଁକି ସେ ପାଲଟିଥିଲା ମୋଷ୍ଟ ୱାଣ୍ଟେଡ୍ ?

– କୁଖ୍ୟାତ ଅପରାଧୀ ରବି ରାଓର ମୁଖ୍ୟ ସହଯୋଗୀ ଥିଲା ଚକରା
– ଏହାପରେ ନିଜ ଗ୍ୟାଙ୍ଗ ତିଆରି କରିଥିଲା ଚକରା ବିଷୋୟୀ
– ରାଜଧାନୀରେ ଅପରାଧ କରି ପୁଲିସ ପାଇଁ ପାଲଟିଥିଲା ମୋଷ୍ଟ ୱାଣ୍ଟେଡ୍
– ମୋଷ୍ଟ ୱାଣ୍ଟେଡ୍ ଧରିବାକୁ ପୁଲିସ କରିଥିଲ ଯୋଜନା
– ବଛା ବଛା ଅଫିସରଙ୍କୁ ନେଇ ଗଠିତ ହୋଇଥିଲା ସ୍ୱତନ୍ତ୍ର ସ୍କାର୍ଡ
– ବରମୁଣ୍ଡା ପଡିଆରେ ସହଯୋଗୀଙ୍କ ସହ ଚକରା ନୂଆ ଯୋଜନା କରୁଥିଲା
– ଚକରା ସହ ଘଟଣାସ୍ଥଳରେ ଉପସ୍ଥିତ ଥିଲେ ୬ରୁ ୭ ସହଯୋଗୀ
– ଏନକାଉଣ୍ଟର ବେଳେ ପୁଲିସ ଉପରକୁ ଚକରାର ସହଯୋଗୀ ପିଙ୍ଗିଥିଲେ ବୋମା
– ଚକରା ଗୋଡରେ ଗୁଳି ବାଜିଛି, ଅନ୍ୟ ସହଯୋଗୀ ଫେରାର ହୋଇଯାଇଛନ୍ତି
– ଏନକାଉଣ୍ଟର ପରେ ବଡ ଅପରାଧ ଯୋଜନା ଫସର ଫାଟିଛି

Leave A Reply

Your email address will not be published.