ସେବା ହିଁ ପରମ ଧର୍ମ ମନୋଭାବ ସହ ରୋଗୀଙ୍କର ସେବାରେ ନିଜକୁ ସମ୍ପୂର୍ଣ୍ଣ ରୂପେ ନିୟୋଜିତ କରୁଥିବା ସେବିକାମାନଙ୍କୁ ଆନ୍ତର୍ଜାତିକ ସେବିକା ଦିବସ ଅବସରରେ ଅଭିନନ୍ଦନ।
ଏଇ ଦିବସ ଅବସରରେ ଭି ଏସ ଏସ ନଗର ଅଞ୍ଚଳର ହସ୍ପିଟାଲରେ କାର୍ଯ୍ୟରତ ସେବିକା ସବିତା ଦିଦିଙ୍କୁ ଭେଟି ସଂମାନିତ କରିଲେ କର୍ପୋରେଟର ପ୍ରଭାସିନୀ ମହାନ୍ତି, ବିଜେଡି ସମ୍ପାଦକ ପୁରଞ୍ଜନ ପାଢ଼ୀ, ବିଜୁ ଛାତ୍ର ଜନତା ଦଳ ଉପସଭାପତି ସମ୍ବିତ ମହାନ୍ତି ମୋନାଲିସା ମହାରଣା ଶିବାନୀ ମହାନ୍ତି.

Leave A Reply

Your email address will not be published.