mobile header

ଅଲ୍ ଓଡିଶା ଦଳିତ ସମାଜ କଲ୍ୟାଣ ପରିଷଦର ଅଫିସ ଗୃହ ନିମନ୍ତେ ଭୂମି ପୂଜନ


ଅଦ୍ୟ ତା ୧୪.୦୫.୨୦୨୨ ରିଖ ଶନି ବାର ପ୍ରାତଃ ୧୦. ଘ.୩୦. ମିନିଟ୍ ସମୟରେ ପାଇକରା ପୁର ମଙ୍ଗଳା ମନ୍ଦିର ସମ୍ମୁଖ ଜମି ଉପରେ ଅଲ୍ ଓଡିଶା ଦଳିତ ସମାଜ କଲ୍ୟାଣ ପରିଷଦ ର ରାଜ୍ୟ କାର୍ଯ୍ୟାଳୟ ନିମନ୍ତେ ଭୂମି ପୂଜନ କାର୍ଯ୍ୟ ଅନୁଷ୍ଠିତ ହୋଇଯାଇଅଛି। ସ୍ଥାନୀୟ ବିଧାୟଙ୍କ ଶ୍ରୀଯୁକ୍ତ ସୁରେଶ କୁମାର ରାଉତରାୟ ଙ୍କ କର କମଳ ରେ ସମାପନ ଭୂମି ପୂଜନ କାର୍ଯ୍ୟ ରେ ପରିଷଦ ର ସଭାପତି ଶ୍ରୀ ପୂର୍ଣ୍ଣ ଚନ୍ଦ୍ର ନାୟକ, ଉପ ସଭାପତି ଗୋପୀ ନାଥ ନାୟକ, କାର୍ଯ୍ୟକାରୀ ସଭାପତି ନିରଞ୍ଜନ ନାୟକ, ସାଧାରଣ ସମ୍ପାଦକ ଅଶୋକ କୁମାର ନାୟକ, ସହ ସମ୍ପାଦକ ପ୍ରମୋଦ ନାୟକ, ଭରତ ଚନ୍ଦ୍ର ନାୟକ, ମୁଖ୍ୟ ସଂଗଠକ, ଦୀପକ ନାୟକ, ସଂଗଠନ ସମ୍ପାଦକ ବିକାଶ ନାୟକ, ଚନ୍ଦନ ନାୟକ, ପ୍ରଭାତ ନାୟକ, ପୂର୍ଣ୍ଣ ଚନ୍ଦ୍ର ନାୟକ, ସାଂସ୍କୃତିକ ସମ୍ପାଦକ ଶଙ୍କର ନାୟକ, କୋଷାଧ୍ୟକ୍ଷ ଅମର ନାୟକ, ପ୍ରାଣ କୃଷ୍ଣ ନାୟକ, ନରେଶ ନାୟକ, ଦନେଇ ନାୟକ, ଯୁଗଳ ନାୟକ, ରାକେଶ ନାୟକ, ଶାହିଲ୍ ଦାସ, ରାହୁଲ ନାୟକ, ଗାନ୍ଧୀ ନାୟକ ଙ୍କ ସମେତ ଅନ୍ୟ କେତେକ ଜିଲ୍ଲା ର ନେତ୍ରୁ ବୃନ୍ଦ ତଥା ପରିଷଦ ର ଅନ୍ୟ ସଦସ୍ୟ ମାନେ ଉପସ୍ଥିତ ଥିଲେ।

Leave A Reply

Your email address will not be published.