mobile header

ବାହା ହେବେ ବଲିଉଡ୍ ସିଙ୍ଗର ମିକା ସିଂହ

ବାହା ହେବେ ବଲିଉଡ୍ ସିଙ୍ଗର ମିକା ସିଂହ । ଜୋଧପୁରରେ ତାଙ୍କ ସ୍ୱୟଂବର ହେବା ନେଇ ସମସ୍ତ ପ୍ରସ୍ତୁତି ଶେଷ ହୋଇଛି । ଖାଲି ସେତିକି ନୁହେଁ, ତାଙ୍କ ସ୍ୱୟଂବରରେ ଯୋଗ ଦେବାକୁ ଏବେ ଅନେକ ବଲିଉଡ୍ ସେଲିବ୍ରିଟି ଜୋଧପୁର ମୁହାଁ ହୋଇଛନ୍ତି । ଏହି ଲିଷ୍ଟରେ ଏବେ ସାମିଲ ହେଇଛନ୍ତି କମେଡି କିଙ୍ଗ୍ କପିଲ ଶର୍ମା । ଏକ ସ୍ୱତନ୍ତ୍ର ଜେଟ୍ ଯୋଗେ କପିଲ ମୁମ୍ବାଇରୁ ଜୋଧପୁର ବାହାରିଛନ୍ତି । ଯାହାର ସୂଚନା ସେ ନିଜେ ହିଁ ଦେଇଛନ୍ତି ଆଉ ତାଙ୍କର କିଛି ଫଟୋ ମଧ୍ୟ ସୋସିଆଲ୍ ମିଡିଆରେ ସେୟାର କରିଛନ୍ତି ।

Leave A Reply

Your email address will not be published.