mobile header

ଗୋ ମାତା ପ୍ରେମୀ ଜୋତିପ୍ରକାଶଙ୍କ
ଅଭନବ ଉପାୟରେ ଗୋମାତାଙ୍କ ସୁରକ୍ଷା…..

ହରଭଙ୍ଗା :18/05.. ସାରା ରାଜ୍ୟରେ ଗ୍ରୀଷ୍ମ ପ୍ରଭାବ ରେ ଅସନ୍ତୁଳିତ ଜୀବଜଗତ!ଗ୍ରୀଷ୍ମ ପ୍ରଭାବରେ ଚାରିଆଡେ ପାଣି ଟିକେ ପାଇଁ ହା ହା କାର!ଏହାକୁ ଆଖିଆଗରେ ରଖି ଏକ ଅଭିନଵ ଉପାୟରେ ଗୋ ମାତାଙ୍କ ସୁରକ୍ଷା ଓ ସେବାରେ ଗୋ ମାତା ସେବକ ସମାଜ ସେବୀ ଜୋତି ପ୍ରକାଶ!ଆଜି ସେ ଗୋ ମାତାଙ୍କ ପିଇବା ପାଣି ପାଇଁ ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ ପୁରୁଣା କଟକ ବଜାର ର ବିଭିନ୍ନ ସ୍ଥାନରେ 20ଗୋଟି ପାଣି କୁଣ୍ଡ ର ସୁବ୍ୟବସ୍ଥା କରିଛନ୍ତି!ଏହାକୁ ନେଇ ସ୍ଥାନୀୟ ଅଂଚଳରେ ଗୋ ମାତାଙ୍କ ସେବା ପାଇଁ ଜନସାଧାରଣ ଙ୍କୁ ଏକ ନୂଆ ଦିଗଦର୍ଶନ ଦେଇଥିବା ଚର୍ଚ୍ଚା ଚାଲିଛି!

Leave A Reply

Your email address will not be published.