mobile header

ମଟର ସାଇକଲ ସହ ଟ୍ରକ ଧକ୍କା ଘଟଣା ସ୍ଥଳେ ଜଣକର ମୃତ୍ୟୁ ଜଣେ ଗୁରୁତ୍ତର l

କାଲିମେଳା ତା ୨୨/୦୫ମଟର ସାଇକଲ ସହ ଟ୍ରକ ଧକ୍କା ରେ ମଟର ସାଇକଲ ର ଦୁଇ ଯୁବକ ମଧ୍ୟ୍ୟରୁ ଜଣଙ୍କ ର ଘଟଣା ସ୍ଥଳେ ମୃତ୍ୟୁ ହୋଇଥିଲା ବେଳେ ଅନ୍ୟ ଜଣେ ଯୁବକ ଗୁରୁତ୍ତର ହୋଇଥିବା ଦେଖିବାକୁ ମିଳିଛି l ଏପରି ଏକ ମର୍ମ ଦୁନ୍ତ ସଡ଼କ ଘଟଣା ଦେଖିହିବାକୁ ମିଳିଛି ମୋଟୁକାଲିମେଳା ସଂଯୋଗ କରୁଥିବା326 ନମ୍ବର ଜାତୀୟ ରାଜ ପଥରେ l ଆଜି ସକାଳ ସାଡେ 7ଟା ସମୟରେ ମୋଟୁ ଥାନା ଅନ୍ତର୍ଗତ ଏମଭି 88 ଗ୍ରାମ ନିକଟ ରେ l ଘଟଣା ରୁ ମିଳିଥିବା ସୂଚନ ଅନୁଯାଇ ମୋଟୁ ଠାରୁ କାଲିମେଳା ଅଭି ମୁଖେ ଆସୁଥିବା ହଳଦିଆ ରଙ୍ଗର ଟ୍ରକ OD10 S 6436 ନମ୍ବର ବିଶିଷ୍ଟ ଟ୍ରକ ବିପରୀତ ଦିଗରୁ ଦୃତ ଗତିରେ ଆସୁଥିବା ମଟର ସାଇକଲ କୁ ଧକ୍କା ଦେଇଥିଲା ସାମନ୍ନା ସାମ୍ନୀ ଫଳରେ ମଟରସାଇକଲ ରେ ଆସୁଥିବା ଦୁଇ ଯୁବକ କୁ ଶକ୍ତଧକ୍କା ଦେବା ଫଳରେ ଘଟଣା ସ୍ଥଳେ ଜଣଙ୍କ ର ମୃତ୍ୟୁ ଘଟିଥିଲା ବେଳେ ଅନ୍ୟ ଜଣେ ଯୁବକ ଗୁରୁତ୍ତର ହୋଇଥିଲେ ସ୍ଥାନୀୟ ଲୋକମାନେ ତାଙ୍କୁତୁରନ୍ତ ଆମ୍ବୁଲାନ୍ସ ଯୋଗେ ସ୍ୱାସ୍ଥ୍ୟ କେନ୍ଦ୍ରକୁ ପଠାଇଥିଲେ l ଟ୍ରକ ଟି ଘଟଣା ସ୍ଥଳୁ ଚାଲି ଯାଉଥିବା ବେଳେ ଏମଭି 79 ଥାନା ପୋଲିସ ଟ୍ରକ ଟିକୁ ଅଟକ ରଖିଛନ୍ତି l, ଘଟଣା ସ୍ଥଳେ ପୋଲିସ ପହଂଚି ତଦନ୍ତ ଆରମ୍ଭ କରିଛି l
ପ୍ରଶାନ୍ତ କୁମାର ବିହାରୀ
କାଲିମେଳା ବ୍ଲକ

Leave A Reply

Your email address will not be published.