
ଯନ୍ତ୍ରୀ ରେ ପହଞ୍ଚିଲେ ବିଧାୟକ। 70 ବର୍ଷ ପରେ ବୋଟ ଆମ୍ବୁଲାନ୍ସ ରେ ପ୍ରଥମ ରାଜ ନେତା ଭାବେ ପାଦ ଦେଇଛନ୍ତି ଚିତ୍ରକୋଣ୍ଡା ବିଧାୟକ ପୂର୍ଣ ଚନ୍ଦ୍ର ବାକା । ଦିନେ ଯେଉଁଠି ନକ୍ସଲ ର ପ୍ରଜାକୋଟ ଚାଲୁଥିଲା ଆଜି ସେଠି ପହଂଛିଛନ୍ତି ଚିତ୍ରକୋଣ୍ଡା ବିଧାୟକ ଲୋକଙ୍କ ସହ ମିଶି ଲୋକଙ୍କ ସମସ୍ୟା ବୁଝିଥିଲେ ।ଲୋକଙ୍କ ସମସ୍ୟା ବୁଝିବା ନେଇ ଲୋକଙ୍କ ପାଖରେ ପହଂଚି ଥିଲେ। ସେଠାରେ ଲୋକମାନେ ପ୍ରଥମ ଥର ବିଧାୟକ କୁଁ ପାଇ ବିଧାୟକ କୁଁ ଫୁଲମାଳ ଦେଇ ଗ୍ରାମ କୁ ନେଇଥିଲେ ଗ୍ରାମରେ ଲୋକମାନ ଙ୍କ ସହ ଆଲୋଚନା କରିଥିଲେ ମୁଖ୍ୟ ସମସ୍ୟା ହେଲା ମୁଦୁଲି ଗୁଡ଼ା ଠୁ orapadaer କୁ ଗୋଟିଏ 400 ମିଟର ବ୍ରିଜ଼ ହେଲେ 5 ଟି ପଂଚୟତ କୁ ସୁବିଧା ହୋଇପାରିବ ବୋଲି କହିଛନ୍ତି। ଜନ୍ତ୍ରୀ ଓ ଅନ୍ଦ୍ରାପଲି ରେ ପଞ୍ଚୟତ ଅଫିସ ନାହିଁ। ମେଡିକାଲ ର ସୁବିଧା ନାହିଁ ଅଙ୍ଗନବାଡି କର୍ମଚାରୀ ରହୁ ନ ଥିବା ଓ କିଛି ଜାଗାରେ kolvat କରିବାକୁ କହିଛନ୍ତି ସ୍ଥାନୀୟ ଲୋକ।
ମୁଖ୍ୟମନ୍ତ୍ରୀ ଙ୍କ ଫୋକସ ରେ ଥିବା ସ୍ୱଭିମାନ ଅଞ୍ଚଳ କୁ ଅଧିକ ବିକଶିତ କରିବା ପାଇଁ ବିଧାୟକ ପ୍ରତିଶ୍ରୁତି ଦେଇଥିଲେ l ଏବଂ ହାଇସ୍କୁଲ ଓ ପ୍ଲେଗ୍ରାଉଣ୍ଡ କରିବା କୁ ପ୍ରତିସୃତି ଦେଇଥିଲେ ବିଧାୟକ ଙ୍କ ସହ ମାଥିଲି ବ୍ଲକ ଅଧ୍ୟକ୍ଷ ମହେଶ ବାକl
Mpପ୍ରତିନିଧି ମୋଦନ ଖସଲା ଚିତ୍ରକୋଣ୍ଡା ସମିତି ସଭ୍ୟ ରାଜକମଲ ପୁରହିତ ବିଜେଡି କର୍ମୀ ସମନାଥ ବର୍ଷେ ସହ ଏକ ଟିମ ଯାଇ ପହଞ୍ଚିଥିଲେ l
