ଓଡିଶାଜୀବନଶୈଳୀ By K Parida Last updated May 30, 2022 0 ଓଡ଼ିଶା କିନ୍ନର ଆଖଡା ତରଫରୁ ଭୁବନେଶ୍ୱରସ୍ଥିତ ପଳାସପଲ୍ଲୀ ଫ୍ଲାଇଓଭରବ୍ରିଜ୍ ନିକଟରେ ସ୍ୱତନ୍ତ୍ର ସାବିତ୍ରୀ ବ୍ରତ ଯଥାରୀତି ପାଳିତ କରିଛନ୍ତି। । ଏଥିରେ ଗୁରୁ ପୂଜନଠାରୁ ଆରମ୍ଭ କରି ବୃକ୍ଷ ପୂଜନ ପର୍ଯ୍ୟନ୍ତ ଅନେକ କାର୍ଯ୍ୟକ୍ରମ କରାଯାଇଥିବା କିନ୍ନର ଆଖଡ଼ା ମହାମଣ୍ଡଳେଶ୍ୱର ମୀରା ପରିଡ଼ା କହିଛନ୍ତି । 0 Share