mobile header

ଅନନ୍ୟା ଫାଉଣ୍ଡେସନ୍ ତରଫରୁ ବିଶ୍ୱ ସାଇକେଲ୍ ଦିବସ ପାଳିତ

ଅନନ୍ୟା ଫାଉଣ୍ଡେସନ୍ ତରଫରୁ ଆଜି ବିଶ୍ୱ ସାଇକେଲ୍ ଦିବସ ପାଳିତ ହୋଇ ଯାଇଛି। ଆଜିର ଏହି କାର୍ଯ୍ୟକ୍ରମ ଇଟାମାଟି ପଂଚାୟତ ପଡ଼ିଆଠୁ ଆରମ୍ଭ ହୋଇ ଇଟାମାଟିର ସମସ୍ତ ସାହି ପରିକ୍ରମା କରି ପଂଚାୟତ ପଡ଼ିଆଠି ଏହି କାର୍ଯ୍ୟକ୍ରମ ସମାପ୍ତ ହୋଇଛି। ଏହି କାର୍ଯ୍ୟକ୍ରମରେ କରାଯାଇଥିବା ପ୍ରତିଯୋଗିତାରେ ଅଂଶଗ୍ରହଣକାରୀମାନଙ୍କୁ ଟ୍ରଫି ଓ ସାର୍ଟିଫିକେଟ୍ ପ୍ରଦାନ କରାଯାଇଥିଲା। ପରିବେଶକୁ ପ୍ରଦୂଷଣରୁ ମୁକ୍ତ କରିବା ପାଇଁ ଓ ବଢୁଥିବା ପେଟ୍ରୋଲ ଓ ଡିଜେଲର ମୂଲ୍ୟକୁ ନଜରରେ ରଖି ସାଇକେଲ ଚଳାଇବା ପାଇଁ ବାର୍ତ୍ତା ପ୍ରଦାନ କରାଯାଇଛି।

Leave A Reply

Your email address will not be published.