mobile header

ବାଲ୍ୟ ବିବାହ ସମ୍ପୂର୍ଣ ଭାବେ ବିଲୋପ ପାଇଁ ଶପଥ ପାଠ କାର୍ଯ୍ୟକ୍ରମ ଅନୁଷ୍ଟିତ


ମାଲକାନଗିରି

ବାଲ୍ୟ ବିବାହ ସମ୍ପୂର୍ଣ ଭାବରେ ବିଲୋପ ପାଇଁ ଶପଥ ପାଠ କାର୍ଯ୍ୟକ୍ରମ ସହ ସଚେତନତ। କାର୍ଯ୍ୟକ୍ରମ ମଧ୍ୟ ସମସ୍ତ ଗ୍ରାମ, ପଞ୍ଚାୟତ, ଅଙ୍ଗନୱାଡି ସ୍କୁଲ, ବିଦ୍ୟାଳୟ,ସରକାରୀ,ବେସରକାରୀ ଅନୁଷ୍ଠାନ ରେ ସଚେତନତା କାର୍ଯ୍ୟକ୍ରମ ଚାଲିଥିଲା ଏହା ସହ

ଜ଼ିଲ୍ଲା ପ୍ରଶାସନ ନିର୍ଦେସକ୍ରମେ ଆଜି ମାଲକାନଗିରି ପୌରପରିଷଦ ଠାରେ ପୌରାଧ୍ୟକ୍ଷ ମନୋଜ କୁମାର ବାରିକଙ୍କ ଅଧ୍ୟକ୍ଷତା ରେ ବାଲ୍ୟ ବିବାହ ଉପରେ ସପତପାଠ ଗ୍ରହଣ କରାଯାଇଛି | ଏହି କାର୍ଯ୍ୟକ୍ରମ ରେ ଉପାଧ୍ୟକ୍ଷା ଶ୍ରୀମତି. କବିତା ମହନ୍ତ, ଇ.ଅ. ତ୍ରିଶୂଳ ମାର୍ଡି,ଏ.ଇ. ଇନ୍ଦୁ ମାଧବ ସରକାର ୱାର୍ଡ଼ କାଉଁଶୀଲର ବିକାଶ ଦାସ, ଗଣେଶ ସାହ ସମେତ ପୌର ପରିଷଦ ର ସମସ୍ତ କର୍ମଚାରି ଉପସ୍ତିତ ରହି କାର୍ଯ୍ୟକ୍ରମ କୁ ସଫଳ କରିଛନ୍ତି |

Leave A Reply

Your email address will not be published.