13 ଦିନ ହେଲା ପଡିରହିଛି ନାଇଜିରୀୟ ଅଭିଯୁକ୍ତଙ୍କ ମୃତଦେହ
ଏସସିବି ମେଡିକାଲ୍ ରେ ପଡିଛି ଅଗଷ୍ଟିନ୍ ଓଡିକ୍ପୋଙ୍କ ମୃତଦେହ
ପୁରୀ ଜେଲ୍ ରେ ବିଚାରାଧୀନ କଏଦୀ ଥିଲେ ଅଗଷ୍ଟିନ୍
ମଇ 26ରେ ମୃତ୍ୟୁ ହୋଇଥିଲା
ମୃତଦେହ ଦିଲ୍ଲୀ ପଠାଇବାକୁ ମିଳିପାରୁନି ଅନୁମତି
ଚିକିତ୍ସା ଓ ପ୍ରଶାସନିକ ଅବହେଳା ଅଭିଯୋଗ ଆଣିଲେ ମାନବିକ ଅଧିକାର କର୍ମୀ ଅଖଣ୍ଡ
ଜାତୀୟ ମାନବିକ ଅଧିକାର କମିଶନରେ ମାମଲା
Sign in
Sign in
Recover your password.
A password will be e-mailed to you.