13 ଦିନ ହେଲା ପଡିରହିଛି ନାଇଜିରୀୟ ଅଭିଯୁକ୍ତଙ୍କ ମୃତଦେହ

13 ଦିନ ହେଲା ପଡିରହିଛି ନାଇଜିରୀୟ ଅଭିଯୁକ୍ତଙ୍କ ମୃତଦେହ
ଏସସିବି ମେଡିକାଲ୍ ରେ ପଡିଛି ଅଗଷ୍ଟିନ୍ ଓଡିକ୍ପୋଙ୍କ ମୃତଦେହ
ପୁରୀ ଜେଲ୍ ରେ ବିଚାରାଧୀନ କଏଦୀ ଥିଲେ ଅଗଷ୍ଟିନ୍
ମଇ 26ରେ ମୃତ୍ୟୁ ହୋଇଥିଲା
ମୃତଦେହ ଦିଲ୍ଲୀ ପଠାଇବାକୁ ମିଳିପାରୁନି ଅନୁମତି
ଚିକିତ୍ସା ଓ ପ୍ରଶାସନିକ ଅବହେଳା ଅଭିଯୋଗ ଆଣିଲେ ମାନବିକ ଅଧିକାର କର୍ମୀ ଅଖଣ୍ଡ
ଜାତୀୟ ମାନବିକ ଅଧିକାର କମିଶନରେ ମାମଲା

Leave A Reply

Your email address will not be published.