କଣ୍ଟାମାଲ ତା ୦୮.୦୬ ମନମୁଣ୍ଡା ପୋଲିସ କୁ ମିଳିଛି ବଡ଼ସଫଳତା ପିପୁଲ ପରିମାଣର ଗଂଜେଇ ଜବତ ସହ ତିନି ଜନ ମାଫିଆ କୁ ଗିରଫ କରିଛି ପୋଲିସ ସୂଚନା ମତେ ମନମୁଣ୍ଡା ଥାନା ଅଞ୍ଚଳ ର ଦୁଇଟି ପୃଥିକ ସ୍ଥାନରେ ଗଂଜେଇ ଚୋରାଚାଲାଣ ନେଇ କୌଣସି ସୂତ୍ର ଖବର ପାଇ ମନମୁଣ୍ଡା ଥାନା ଅଧିକାରିଙ୍କ ନିର୍ଦ୍ଧେସ ରେ ଏକଟିମ କୂଆଘରା ନିକଟରେ ଏକ ମିନି ଟ୍ରକରୁ 1 କୁଇଣ୍ଟାଲ ରୁ ଉର୍ଦ୍ଧ ଗଂଜେଇ ମିନିଟ୍ରକ ସହ ଚାଲାଣ ସମ୍ପୃକ୍ତ ଦୁଇ ଜଣକୁ ଗିରଫ କାରିଥିବା ବେଳେ ଗୁଣ୍ଡୁଳିଆ ବ୍ରିଜ ନିକଟରେ ଏକ ବାଇକ ରୁ 10kg ଗଂଜେଇ ଜବତ ସହ ମାଫିଆ ମାନଙ୍କୁ ଗିରଫ କରି ସମସ୍ତଙ୍କୁ କୋଟଚାଲାଣ କରିଛି ପୋଲିସ ଅଭିଯୁକ୍ତ ମାନେ ବୌଦ୍ଧ ଜିଲ୍ଲାର ଧନେଶ୍ୱର ମେହେର ବିହାର ରାଜ୍ୟର ଆଖିଲେସ କୁମାର ଓ ଝାର ଖଣ୍ଡର ଗୁଳାପ ନେବି ବୋଲି ଜଣାପଡୁଛି ଉକ୍ତଗଂଜେଇ କୁ ବାହାର ରାଜ୍ୟକୁ ଚାଲାଣ କରାଯାଉଥିବା ପୋଲିସ ସୂଚନା ଦେଉଛି ।
