mobile header

ଅଟୋ ଦୂର୍ଘଟଣା ଗ୍ରସ୍ତ, ୨ ଗୁରୁତର

ଫୁଲବାଣୀ -11/6 ଶନିବାର ଫୁଲବାଣୀ ନିକଟ ରୁଜଂl ଗୀ ଠାରେ ଏକ ଅଟୋଭାରସାମ୍ୟ ହରାଇ ଦୂର୍ଘଟଣା ଗ୍ରସ୍ତ ହୋଇପଡିବା ଫଳରେ ଡ୍ରାଇଭର ସମେତ ଜଣେ ଯାତ୍ରୀ ଆହାତ ହୋଇଛନ୍ତି l ସ୍ଥାନୀୟ ଲୋକେ ଆହତ ୨ ଜଣ ଙ୍କୁ ଚିକିତ୍ସା ପାଇଁ ଫୁଲବାଣୀ ସଦର ମହକୁମା ଡାକ୍ତର ଖାନା ରେ ଭର୍ତ୍ତି କରାଯାଇଛି lଆହାତ ଦୁଇ ଜଣ ସ୍ଥାନୀୟ ଅରବିନ୍ଦନଗର ଅଂଚଳ ରବୋଲି ଜଣାପଡିଛି lଦୂର୍ଘଟଣା ଖବର ପାଇ ମଧ୍ୟ ପୋଲିସ ଓ ଆମ୍ବୁଲାନ୍ସ ପହଂଚିବାରେ ବିଳମ୍ବ ଯୋଗୁଁ ଅସନ୍ତୋଷ ପ୍ରକାଶ ପାଇଥିଲା l

Leave A Reply

Your email address will not be published.