mobile header

ପୂର୍ବତନକଳା ଶିକ୍ଷକ ଦୁର୍ଗା ଚରଣ ତ୍ରିପାଠୀ ଙ୍କ ପରଲୋକ

ଫୁଲବାଣୀ13
/6(ସୁନୀଲପଟନାୟକ)

କନ୍ଧମାଳ ଜିଲାର ଜଣାଶୁଣା କଳା ଶିକ୍ଷକ ତଥାବରିଷ୍ଠ ସମାଜସେବୀ ଦୁର୍ଗା ଚରଣ ତ୍ରିପାଠୀ ଙ୍କ ରବିବାର ବିଳମ୍ବିତ ରାତିରେ ପରଲୋକ ହୋଇଯାଇଛି lମୃତ୍ଯୁ ଶଯ୍ୟା ନିକଟରେ ପତ୍ନୀ, ପୁଅ ହିମାଳୟ ତ୍ରିପାଠୀ, ରାଜା ତ୍ରିପାଠୀ, ପୁତ୍ରବଧୁ ଓ ସମ୍ପର୍କୀୟମାନେ ଉପସ୍ଥିତ ଥିଲେ l
ମୃତ୍ଯୁ ବେଳକୁ ତାଙ୍କୁ ୮୩ ବର୍ଷ ହୋଇଥିଲା l ସେ ଗତ କିଛି ଦିନ ହେଲା ଅସୁସ୍ଥ ଥିଲେ l ସ୍ବର୍ଗତ ତ୍ରିପାଠୀ ଙ୍କ ମୃତ୍ଯୁ ରେ ଶୋକର ଛାୟା ଖେଳିଯାଇଛି l ସେ ଜଣେ ଆଦର୍ଶ ଶିକ୍ଷକ ଥିଲେ l କଳା ଓ ସଂସ୍କୃତି ପ୍ରତି ତାଙ୍କର ବେଶ ଆଗ୍ରହ ଥିଲା l ଏଥିସହ
ସହରର ବିଭିନ୍ନ ସଂଗଠନ ସହ ମଧ୍ୟ ସେ ପ୍ରତ୍ୟକ୍ଷ ଭବେଜଡିତ ଥିଲେ l

ଫଲରେ ତାଙ୍କ ମୃତ୍ୟୁରେ ଫୁଲବାଣୀ ସହରରେଶୋକରଛାୟାଖେଳିଯାଇଛି ।
ସହରର ବହୁ ବୁଦ୍ଧିଜିବୀ .ଅବସରପ୍ରାପ୍ତ କର୍ମଚାରୀ ସଂଘ, ପୂର୍ବତନ ଛାତ୍ରସଂଘ, ଗଭୀର ଶୋକ ବ୍ୟକ୍ତ କରିବା ସହ ସ୍ଵର୍ଗତ ଆତ୍ମାର ସଦଗତି କାମନା କରିବା ସହ ଶୋକସନ୍ତପ୍ତ ପରିବାରବର୍ଗଙ୍କ ପ୍ରତି ଗଭୀର ସମାବେଦନା ଜ୍ଞାପନ କରିଛନ୍ତି।

ସେ ଜଣେ ମେଳାପୀ ଓ
ପରୋପକାରୀ ବ୍ୟକ୍ତି ଥିଲେ । ସେହିପରି ସ୍ଵର୍ଗତ ଦୁର୍ଗାଚରଣ ତ୍ରିପାଠୀ ଙ୍କ ପରଲୋକରେ ଫୁଲବାଣୀ ପ୍ରେସ କ୍ଲବ ସଭାପତି ସୁନୀଲ ପଟନାୟକ, ବରିଷ୍ଠ ସାମ୍ବାଦିକ ଡ଼ଃ. ଅରୁପ ଜେନା,ସନ୍ତୋଷ ଡି ଗଲ ,ପୂର୍ବତନ ବିଧାୟକ ଅଭି ମନ୍ୟୁ ବେହେରା, ପୂର୍ବତନ ସଂସଦ ରାଧାକାନ୍ତ ଦିଗଲ, କଂଗ୍ରେସ ନେତା ଭିକାରି ପାଣିଗ୍ରାହୀ, ଜିଲ୍ଲା କଂଗ୍ରେସ ସଭାପତି ଅନାମ ନାୟକ, ପ୍ରମୁଖ ଗଭୀର ଶୋକ ବ୍ୟକ୍ତ କରିବା ସହ ଶୋକ ସନ୍ତପ୍ତ ପରୀ ବାରବର୍ଗଙ୍କ ପ୍ରତି ଗଭୀର ସମବେଦନା ଜଣାଇଛନ୍ତି।

Leave A Reply

Your email address will not be published.