ଜି. ଉଦୟଗିରି ରେ ପ୍ରବଳ ବର୍ଷା ଓ ପବନ,ଛପର ଉଡିଲା, ବିଦ୍ୟୁତ ଖୁଣ୍ଟ ଉପୁଡିଲା

ଫୁଲବାଣୀ -14/6 କନ୍ଧମାଳ ଜିଲ୍ଲା ଜି. ଉଦୟଗିରି ରେ ମଂଗକବାର ପ୍ରବଳ ବର୍ଷା ସାଙ୍ଗକୁ ପବନ ବୋହିବା ଫଳ ରେ କେତକ ସ୍ଥାନରେ ଛପର ଉଡିଯାଇଥିବା ଖବର ମିଳିଥିବାବେଳେ ୩ ୩ କେ ଭି ବିଦ୍ୟୁତ ଖୁଣ୍ଟ ବି ଉପୁଡି ପଡିଥିବା ଦେଖାଯାଇଛି। ଖବର ପାଇ ବିଦ୍ୟୁତ ବିଭାଗ ଅଧିକାରୀ ଘଟଣା ସ୍ଥଳ କୁ ଯାଇ ଅନୁଧ୍ୟାନ କରିଛନ୍ତି। ବର୍ଷା ଓ ପବନ ଯୋଗୁଁ ବିଦ୍ୟୁତ ସରବରାହ ବ୍ୟାହତ ହୋଇଛି । ତେଵେ ପ୍ରବଳ ଗରମ ସାଙ୍ଗକୁ ଗୁଳୁଗୁଳି ରୁ ଲୋକେ କିଛିଟା ଆଶ୍ୱସ୍ତ ହୋଇଛନ୍ତି ।

Leave A Reply

Your email address will not be published.