mobile header

ନାବାଳିକା ଦୁଷ୍କର୍ମ ଅଭିଯୋଗ ରେ ଯୁବକ ଗିରଫ

ଫୁଲବାଣୀ -16/6 ଜଣେ ଚାରି ବର୍ଷ ରନାବାଳିକା କୁ ଦୁଷ୍କର୍ମ କରିବା ଉଦ୍ୟମ ଅଭିଯୋଗ ରେ ଗୁରୁବାର ଖଜୁରୀପଡା ପୋଲିସ ଅଭିଯୁକ୍ତ ଯୁବକ କୁ ଗିରଫ କରିଛି lଏ ନେଇ ନାବାଳିକା ପରିବାର ଖଜୁରୀପଡା ଥାନା ରେ ଏତଲା ଦେବା ପରେ ପୋଲିସ 74/22ରେ ମାମଲା ରୁଜୁ କରିଥିବା ଏସ ଡି ପି ଓ ମହେନ୍ଦ୍ର ନାଥ ମୁର୍ମୁ ସୂଚନା ଦେଇଛନ୍ତି lଅଭିଯୁକ୍ତ ଜଣଙ୍କ ପୂର୍ବରୁ ମଧ୍ୟ ଏଭଳି କାଣ୍ଡ ଘଟାଇଥିବା ଶୁଣିବାକୁ ମିଳିଛି l

Leave A Reply

Your email address will not be published.