mobile header

ମାଆ ହୀରାବେନଙ୍କ ଶହେତମ ଜନ୍ମଦିନ ; ପାଦ ଧୋଇ ଆଶୀର୍ବାଦ ନେଲେ ମୋଦୀ

ଗାନ୍ଧିନଗର : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ମାଆ ହୀରାବେଙ୍କ ଆଜି ତାଙ୍କ ଶହେତମ ଜନ୍ମଦିନ। ଏହି ଅବସରରେ ପ୍ରଧାନମନ୍ତ୍ରୀ ନେରେନ୍ଦ୍ର ମୋଦୀ ଗାନ୍ଧିନଗର ଯାଇ ମାଆଙ୍କ ସହ ଜନ୍ମଦିନ ପାଳନ କରିଛନ୍ତି । ସେ ମଆଙ୍କ‌ ପାଦ ଧୋଇବା ସହ ତାଙ୍କର ଆଶୀର୍ବାଦ ନେଇଛନ୍ତି । ଏହି ସମୟରେ ପ୍ରଧାନମନ୍ତ୍ରୀ ପୁରା ଭାବବିହ୍ୱଳ ହୋଇ ପଡିଥିବା ଦେଖିବାକୁ ମିଳିଥିଲା।

ଅନ୍ୟପକ୍ଷରେ ପ୍ରଧାନମନ୍ତ୍ରୀଙ୍କ ମାଆଙ୍କ ନାଁରେ ସ୍ଥାନୀୟ ମେୟର ଗାନ୍ଧିନଗରର ୮୦ ମିଟର ରାସ୍ତାକୁ ପୂଜ୍ୟ ହୀରାବାଇ ମାର୍ଗ ନାଁରେ ନାମିତ କରିଛନ୍ତି ।

Leave A Reply

Your email address will not be published.