mobile header

ଜିଲ୍ଲା ବିପର୍ଯ୍ୟୟ ପରିଚାଳନା ବୈଠକ

ଫୁଲବାଣୀ-୧୮/୬ ଶନିବାର ଜିଲ୍ଲା ପରିଷଦ ସମ୍ମିଳନୀ କକ୍ଷ ଠାରେ ଜିଲ୍ଲା ବିପର୍ଯ୍ୟୟ ପରିଚାଳନା ପ୍ରାଧିକରଣ ଦ୍ଵାରା ଆୟୋଜିତ ଜିଲାସ୍ତରୀୟ 6ଟ ବୁଲଗ ଏକ୍ସରସାଇଜ ୨୦୨୨ ଅନୁଷ୍ଠିତ ହୋଇଥିଲା ଏଥିରେ କନ୍ଧମାଳ ଜିଲ୍ଲାପାଳ ଡା. ବୃନ୍ଦାଡ଼ିଅ ଧ୍ଯକ୍ଷତା କରିଥିଲେ।ଜିଲ୍ଲାରେ କୌଣସି ମଲଟି ପର ପଜସେଣ୍ଟର ନଥିଲେ ମଧ୍ୟ ୧୦ ହଜାର ଲୋକ କୁନିରାପଦରେ ଥାଇଥାନ କରିବାର ବ୍ୟବସ୍ଥା ରହିଥିବା ଜିଲାପାଳ କହିଛନ୍ତି ।ତେବ ସମ୍ଭାବ୍ୟ ବିପର୍ଯ୍ୟୟ କୁ ମୁକାବିଲା ପାଇଁ ଜିଲ୍ଲାର ସମସ୍ତ ବିଭାଗୀୟ ଅଧିକାରୀମାନେ ସଜାଗ ରହିବା ପାଇଁ ଅତିରିକ୍ତ ଜିଲ୍ଲାପାଳ ବସନ୍ତ କୁମାର ସାହୁ ପରାମର୍ଶ ଦେଇଛନ୍ତି ।ସେହିପରି ଉପସ୍ଥିତ ଥିବା ବ୍ଳକ ଅଧିକାରୀ ଓ ଅନ୍ୟ ଅଧିକାରୀମାନେ ନିଜନିଜ ବ୍ଲକ ଅଞ୍ଚଳରେ ବାତ୍ୟା ଓ ବନ୍ୟା ମୁକାବିଲା ପାଇଁ କଣ ସବୁ ଆଗୁଆ ପଦକ୍ଷେପମାନ ଗ୍ରହଣ କରିଛନ୍ତି ସେ ନେଇ ସୂଚନା ଦେଇଥିଲୋଅନ୍ୟମାନଙ୍କ ମଧ୍ୟରେ ଜିଲା ମୁଖ୍ୟ ଚିକିତ୍ସା ଓଜନ ସ୍ଵାସ୍ଥ୍ୟ ଅଧିକ ।ରି,ନିର୍ବାହୀ ଯନ୍ତ୍ରୀ ପିଡ଼ବ୍ଲଡି,ନିର୍ବାହୀ ଯନ୍ତ୍ରୀ ଗ୍ରାମ୍ୟ ନିର୍ମାଣ ବିଭାଗ,ନିର୍ବାହୀ ଯନ୍ତ୍ରୀ ବିଦ୍ୟୁତ ବିଭାଗ,ସିଡିର୍ଭି ଓ. ନିର୍ବାହୀ ଯନ୍ତ୍ରୀ ଗ୍ରାମ୍ୟ ଜଳଯୋଗାଣ ବିଭାଗ, ଜିଲ୍ଲା ପରିବହନ ଅଧିକାରୀ, ଅଗ୍ନିଶମ ବିଭାଗ ଅଧିକାରୀ, ଜିଲ୍ଲା ଯୋଗାଣ ଅଧିକାରୀ, ବିଏସଏନଏଲଏସଡିଓ ,ଜିଲ୍ଲା ମୁଖ୍ୟ କୃଷି ଅଧିକାରୀ, ନିର୍ବାହୀ ଯନ୍ତ୍ରୀ କ୍ଷୁଦ୍ର ଜଳସେଚନ ବିଭାଗ,ଓଡ୍ରାଫ ଓ ଏନଡିଆରଏଫଙ୍କ ସମେତ ଜିଲ୍ଲା ସୂଚନା ଓ ଲୋକସଂପର୍କ ଅଧିକାରୀ ପ୍ରଭାକର ମହାରଣା ଯୋଗଦେଇ ଆଲୋଚନାରେ ଅଂଶଗ୍ରହଣ କରିଥଲେ ।

Leave A Reply

Your email address will not be published.