mobile header

ବାରବାଟି ବିଧାୟକଙ୍କୁ ଝଟ୍‌କା, କୋର୍ଟ ଲଗାଇଲେ ୫ ହଜାର ଟଙ୍କାର ଜରିମାନା

କଟକ ୨୦।୦୬ : ବାରବାଟି ବିଧାୟକଙ୍କୁ ଝଟ୍‌କା । ହାଇକୋର୍ଟରେ ଦାଖଲ କରିଥିବା ପିଟିସନ ଖାରଜ ସହ ୫ ହଜାର ଟଙ୍କାର ଜରିମାନା ଦେବାକୁ ନିର୍ଦ୍ଦେଶ । ଦେବାଶିଷ ସାମନ୍ତରାୟଙ୍କ ଆବେଦନକୁ ଖାରଜ କରିବା ଲାଗି ମାମଲା ଦାୟର କରିଥିଲେ ମୋକିମ ।ଖବର ଅନୁଯାୟୀ, ବାରବାଟୀ କଟକ ବିଧାନସଭା ନିର୍ବାଚନ ଅନିୟମିତତା ମାମଲା ନେଇ ହାଇକୋର୍ଟ ଯାଇଥିଲେ ମହମ୍ମଦ ମୋକିମ । ମାନ୍ୟବର କୋର୍ଟ ଏହି ମାମଲାର ଶୁଣାଣି କରି ରାୟ ଶୁଣାଇଛନ୍ତି । ଦେବାଶିଷ ସାମନ୍ତରାୟଙ୍କ ଆବେଦନକୁ ଖାରଜ କରିବା ଲାଗି ମାମଲା ଦାୟରକୁ ଖାରଜ କରିଛନ୍ତି କୋର୍ଟ । ଏହାସହିତ ମୋକିମ୍ଙ୍କୁ ୫ ହଜାର ଟଙ୍କାର ଜରିମାନା ଦେବାକୁ ନିର୍ଦ୍ଦେଶ ଦେଇଛନ୍ତି ମାନ୍ୟବର କୋର୍ଟ ।

Leave A Reply

Your email address will not be published.