mobile header

ଦୁର୍ଘଟଣାରେ ଯୁବକଙ୍କ ମୃତ୍ୟୁ

ଅଜଣା ଗାଡି ଧକ୍କାରେ ବାଇକ୍ ଆରୋହୀ ମ୍ରୁତଶନିବାର ସଂନ୍ଧ୍ଯା ସମୟରେ ୫୭ନଂ.ଜାତୀୟ ରାଜପଥର ଦଶପଲ୍ଲା ନିକଟସ୍ଥ ଶାଳିଆ ଗୋଛା ଠାରେ ଅଜଣା ଗାଡି ଧକ୍କାରେ ଜଣେ ବାଇକ୍ ଆରୋହୀ ମ୍ରୁତ୍ଯୁବରଣ କରିଛନ୍ତି। ମ୍ରୁତ୍ଯୁବରଣ କରିଥିବା ଯୁବକ ଜଣକ ଦଶପଲ୍ଲା ଥାନା ଅନ୍ତର୍ଗତ ଜାମୁସାହି ନିକଟସ୍ଥ ଟାଙ୍ଗିନାଡୁର ସଞ୍ଜୟ ବିନ୍ଧାଣି ବୋଲି ଜଣାପଡିଛି। ସଞ୍ଜୟ ନିଜ ବାଇକ୍ ଓଡି୨୫ଏଚ୍ ୯୯୦୬ରେ ଫେରୁଥିବା ବେଳେ ଏଭଳି ଦୁଃଖଦ ଘଟଣା ଘଟିଛି। ଜାତୀୟ ରାଜପଥ ଆମ୍ବୁଲାନ୍ସ ଯୋଗେଁ ତାଂକୁ ଦଶପଲ୍ଲା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରାଯାଇଥିଲା।

Leave A Reply

Your email address will not be published.