ବାଇକ ଦୁର୍ଘଟଣା, ଜଣେ ମୃତ

ଫୁଲବାଣୀ -25/6 କନ୍ଧମାଳ ଜିଲ୍ଲା ବାଲିଗୁଡ଼ା ଥାନା ଅନ୍ତର୍ଗତ ୫୯ ନମ୍ବର ଜାତୀୟ ରାଜପଥ ଜକିକିଆ ଠାରେ ଭାରସାମ୍ୟ ହରାଇ ରାସ୍ତାକଡ଼ ସାଇଡ ୱାଲ ରେ ପିଟିହୋଇ ଯିବା ଫଳରେ ବାଇକ ଚାଳକ ଗୁରୁତର ଆହାତ ହୋଇଯିବା ଫଳରେ ତାଙ୍କୁ ବାଲିଗୁଡା ଡାକ୍ତର ଖାନା ରେ ଚିକିତ୍ସା ପାଇଁ ଭର୍ତ୍ତି କରାଯାଇଥିଲା lହେଲେ ଡାକ୍ତର ମୃତ ଘୋଷଣା କରିଥିଲେ lମୃତକ ଜଣଙ୍କ ଵାଟଗୁଡ଼ା ପଂଚାୟତ ପୁସl ଙ୍ଗିଆ ଅଂଚଳ ର ରାଜିଆ ଗଣ୍ଡା ବୋଲି କୁହାଯାଉଛିl ବାଲିଗୁଡା ପୋଲିସ ଘଟଣା ସ୍ଥଳ ରେ ପହଂଚି ତଦନ୍ତ ଆରମ୍ଭ କରିଛି l

Leave A Reply

Your email address will not be published.