mobile header

ବିଜେଡି ନେତା ବବି ଙ୍କ ଜନ୍ମ ଦିନରେ ବୃକ୍ଷ ରୋପଣ


ଫୁଲବାଣୀ -28/6
ରାଜ୍ୟ ବିଜେଡି ର ଆଗଧାଡିର ନେତା ତଥା ସଂଗଠନ ସମ୍ପାଦକ ବିଧାୟକ ପ୍ରଣବ ପ୍ରକାଶଦାଶ ଓରଫ ବଵି ଙ୍କ ଜନ୍ମ ଦିନ ଅବସରରେ ଫୁଲବାଣୀ ନିକଟ ଆଲାମି, ଡାକପାଲl ଅଂଚଳ ରବିଭିନ୍ନ ସ୍ଥାନରେ ବିଜେଡି କର୍ମୀ ମାନେ ବୃକ୍ଷ ରୋପଣ କରିଥିଲେ l
ବିଜେଡି ନେତା ତଥା କଣ୍ଠଶିଳ୍ପୀ ଓ ସଂଗୀତ ନିର୍ଦେଶକ, ଅଭିନେତା ଜାଳନ୍ଧର ବେହେରା ଅତିଥୀ ଭାବେ ଯୋଗ ଦେଇ ବୃକ୍ଷ ରୋପଣ କରିବା ସହ ବବି ଙ୍କ ଦୀର୍ଘ ଜୀବନ କାମନା କରାଯାଇଥିଲା l

Leave A Reply

Your email address will not be published.