mobile header

ବୋଲେରୋ ସହ ଏକ କ୍ୟୁଣ୍ଟାଲ ଗଂଜେଇ ଜବତ, ଦୁଇ ଗିରଫ


ଫୁଲବାଣୀ -28/6
ସଦର ପୋଲିସ କୁ ମିଳିଛି ସଫଳତା l
ଫୁଲବାଣୀ ସଦର ପୋଲିସ ବିସିପଡା -କଟ୍ରି ଙ୍ଗିଆରାସ୍ତାରେ ଏକମହିନ୍ଦ୍ରl ପିକ ଅପ ବୋଲେରୋ ସହ ଏକ କ୍ୟୁଣ୍ଟାଲ ୭ କେଜି ଚୋରା ଗଂଜେଇ ଜବତ କରିଛି lଜବତମହିନ୍ଦ୍ରl ବୋଲେରୋପିକଅପ ଭ୍ୟାନ୍ ନମ୍ବର 0D-02-BM9340.
ଏଥି ସହ ସମ୍ପୃକ୍ତ ଥିବା ଦୁଇ ଅଭିଯୁକ୍ତ କୁ ପୋଲିସ ଗିରଫ କରି କୋର୍ଟ ଚାଲାଣ କରିଛି l ଗିରଫ ଦୁଇ ଅଭିଯୁକ୍ତ ହେଲେ ସାଡୀଙ୍ଗିଆ ଅଂଚଳ ର ଚି଼କୁନ ଦିଗଲ ଓ ଅନାମିକା ଦିଗଲ ବୋଲି ସଦର ଏସ ଆଇ ସମ୍ବିତ ବେହେରା କହିଛନ୍ତି l
ଏ ନେଇ ସଦର ପୋଲିସ ୯୯ /୨୨ ରେ ମାମଲା ରୁଜୁ କରି ଘଟଣା ର ତଦନ୍ତ କରୁଥିବା ଏସ ଡି ପି ଓ ମହେନ୍ଦ୍ର ନାଥ ମୁର୍ମୁ କହିଛନ୍ତି l
ସୂଚନା ଯୋଗ୍ୟ ଯେ ପୂର୍ବରୁ ସୂଚନା ପାଇ ଏସ ଆଇ ସମ୍ବିତ ବେହେରା ଙ୍କ ନେତୃତ୍ୱରେ ଗଠିତ ଟିମ ଚଢ଼ାଉ କରି ଜବତ କରିଥିଲା lଏସ ଆଇ ବେହେରା ଙ୍କ କାର୍ଯ୍ୟ ଦକ୍ଷତା ଓ ଉପସ୍ଥିତ ବୁଦ୍ଧି ଯୋଗୁଁ ଏହି ସଫଳତା ମିଳିଥିବା କୁହାଯାଉଛି l

Leave A Reply

Your email address will not be published.