
ଫୁଲବାଣୀ -29/6 ବୁଧବାର ଉତ୍କଳ ମଣି ଗୋପବନ୍ଧୁ ଦାସ ଙ୍କ ଚୌରାନେବେ ତମ ପୁଣ୍ୟ ତୀଥି ଅବସରରେ ସକାଳ ୮ଟା ରେ ଫୁଲବାଣୀ ଗୋପବନ୍ଧୁ ଛକ ଠାରେ ଥିବା ଗୋପବନ୍ଧୁ ଙ୍କ ପ୍ରତିମୁର୍ତି ରେ ବିଭିନ୍ନ ଅନୁଷ୍ଠାନ ପକ୍ଷରୁ ପୁଷ୍ପମାଲ୍ୟାର୍ପଣ କରାଯଇଥିଲା lଏଥିରେ ସଦର ଏସ୍ଡ଼ିପିଓ ମହେନ୍ଦ୍ରନାଥ ମୁର୍ମୁ, ମୂଖ୍ୟ ଅତିଥୀ ଭାବେ ଯୋଗଦେଇଥିବା ବେଳେ, ପୌର ନିର୍ବାହୀ ଅଧିକାରୀ ବଳଦେବ ବେହେରା, ସମ୍ମ lନୀତ ଅତିଥୀ ଭାବେ ଯୋଗ ଦେଇ ପୁଷ୍ପମାଲ୍ୟାର୍ପଣ କରି ଥିଲେ lସେହିପରି ଅନ୍ୟମାନଙ୍କ ମଧରେ ପ୍ରେସ କ୍ଲବ ସଭାପତି ସୁନୀଲ ପଟନାୟକ, ସମ୍ପାଦକ ପ୍ରଶାନ୍ତ ବେହେରା, ସମାଜ ପ୍ରତିନିଧି ଅଶୋକ ମହାନ୍ତି, କିସସଂଯୋଜକ ଭାଗିରଥି ସେଠି, ବନଜ୍ୟୋଷ୍ଣ ସମ୍ପାଦକ, ତଥା ସାମ୍ବାଦିକ କାନହୂ ଶତପଥି, ସମାଜସେବୀ ଅଶୋକ ପ୍ରଧାନ, ଟିମ ହୁମାନୀଟି ପକ୍ଷରୁ ଲୋକନାଥ ରାଜୁ, ଙ୍କ ସମେତ ବହୁ ସଦସ୍ୟ ଉପସ୍ଥିତ ରହି ପୁଷ୍ପମାଲ୍ୟlର୍ପଣ କରିଥିଲେ l ସମାଜ ଓ ପ୍ରେସକ୍ଲବ ପକ୍ଷରୁମିଳିତ ଉଦ୍ୟମ ରେ ସେବା ଓ ସପ୍ତାହ ପାଳନ କରାଯାଉଛି lସ୍ଵାତି ଓ ଟିମ ହୁମାନୀଟି ସହୋଯୋଗ କରୁଛନ୍ତି ସେହିପରି ହିଅବସାରରେ ରକ୍ତଭଣ୍ଡାର ଠାରେ ଆୟୋଜିତ ରକ୍ତଦାନ ଶିବିର କୁ ପ୍ରକଲ୍ପନିର୍ଦେଶକ ବିଶ୍ୱରଂଜନ ନାୟକ, ଏସ୍ଡ଼ିପିଓ ମହେନ୍ଦ୍ର ନାଥ ମୁର୍ମୁ, ନିର୍ବହୀଅଧିକାରୀ ବଳଦେବ ବେହେରା ପ୍ରମୁଖ ଯୋଗ ଦେଇ ଉତ୍ସାହିତ କରିଥିଲେ l