mobile header

ଖଜୁରୀପଡା ବ୍ଲକ ସମସ୍ତ ସରପଞ୍ଚ ଜିଲ୍ଲାପାଳ ଙ୍କୁ ଭେଟିଲେ

ଫୁଲବାଣୀ 29/6 କନ୍ଧମାଳ ଜିଲ୍ଲା ଖଜୁରୀପଡା ବ୍ଲକ ର ୧୨ଟି ଯାକ ପଂଚାୟତ ର ସମସ୍ତ ସରପଞ୍ଚ ଆଜି ବୁଧବାର ସନ୍ଧ୍ୟାରେ ଫୁଲବାଣୀ ଆସି ଜିଲାପାଳ ଙ୍କ କାର୍ଯ୍ୟାଳୟ ରେ ନୁତନଜିଲାପାଳ ଆଶିଷ ଈଶ୍ୱର ପାଟିଲ ଙ୍କୁ ଫୁଲତୋଡ଼ା ଦେଇ ସ୍ଵାଗତ କରିବାସହ ବ୍ଲକ ଅନ୍ତର୍ଗତ ଅମାସଟା ପଂଚାୟତ ଗୁଡିକ ର ଉନ୍ନତି ସମ୍ପର୍କରେ ଆଲୋଚନା କରିଥିଲେ lଜିଲାପାଳ ପାଟିଲ ଜିଲାର ଉନ୍ନତି ଦିଗରେ ଦ୍ରୁଷ୍ଟି ଦେବେ ବୋଲି କହିଥିଲେ lଜିଲାପାଳ ଙ୍କୁ ଭେଟି ସରପଞ୍ଚ ମାନେ ସନ୍ତୋଷ ବ୍ୟକ୍ତ କରିଥିବା କହିଥିଲେ l

Leave A Reply

Your email address will not be published.