mobile header

ପଦପଦବୀ କମିଟି ଗଠନ

ମାଲକାନଗିରି: ୨୯/୦୬/୨୨ ମାଥିଲି ବ୍ଲକ ଅନ୍ତର୍ଗତ ୨୦ ଗୋଟି ଗ୍ରାମ ପଞ୍ଚାୟତ ର ନବ ନିର୍ବାଚିତ ସରପଞ୍ଚ ସଭ୍ୟ /ସଭ୍ୟା ଉପସ୍ଥିତରେ ନୂତନ ସଂଗଠନ ଓ ପୁନଃ କମିଟି ଗଠନ ନିମନ୍ତେ ଏଥିରେ ଅସ୍ଥାୟୀ ସଭାପତି ଶ୍ରୀଯୁକ୍ତ ଭୀମସେନା ନାୟକ ଭେଜାଗୁଡା ଗ୍ରାମ,ପଞ୍ଚାୟତ ସରପଞ୍ଚଙ୍କୁ ସଭା ପରିଚାଳନା କରିବା ପାଇଁ ସମସ୍ତେ ନିଷ୍ପତ୍ତି କ୍ରମେ ସମର୍ଥନ କରାଯାଇଥିଲା,ସଭାପତି ମହୋଦୟ, ସମସ୍ତ ଙ୍କ ମତାମତ ନେଇ ସରପଞ୍ଚ ପୁନଃ କମିଟି ଗଠନ କରିବା ପାଇଁ ଅନୁମତି ମାଗିଥିଲି, ଏନେଇ ନୂତନ ସରପଞ୍ଚ ସଂଗଠନ ସଭାପତି, ଶ୍ରୀଯୁକ୍ତ କାନାମ ରାଜୁ ନାୟକ,ମାଥିଲି ଗ୍ରା:ପ, ଉପ-ସଭାପତି ଶ୍ରୀମତୀ:ରଞ୍ଜିତା ପୂଜାରୀ, ମେକ୍କା ଗ୍ରାମ ପଞ୍ଚାୟତ, ସଂପାଦକ ଶ୍ରୀଯୁକ୍ତ :ମଧୁସୂଦନ ନାୟକ,ସରପଞ୍ଚ ଧୂଙ୍ଗିଆପୁଟ,ଗ୍ରା:ପ ସସଂପଦକ ଶ୍ରୀଯୁକ୍ତ :ତୁମେଶ୍ୱର ସମରଥ, ସରପଞ୍ଚ ଟେମ୍ବରୁପାଲ୍ଲୀ ଗ୍ରା:ପ, କଷାଧକ୍ଷ ଶ୍ରୀଯୁକ୍ତ ଇନ୍ଦ୍ର ନାୟକ, ସରପଞ୍ଚ ପଙ୍ଗାମ ଗ୍ରାମ ପଞ୍ଚାୟତ ଙ୍କୁ ଦିଆଯାଇଛି ସମସ୍ତଙ୍କ ନିଷ୍ପତ୍ତି ଅନୁଯାଇ ପଦ,ପଦବୀ କମିଟି ଗଠନ କରାଯାଇଛି, ଏହି ଅବସରରେ ଶାନ୍ତି ଓ ଶୃଙ୍ଖଳା ସହିତ ଅସ୍ଥାୟୀ ସଭାପତି ଶ୍ରୀଯୁକ୍ତ ମହୋଦୟ,ସମସ୍ତଙ୍କୁ ଧନ୍ୟବାଦ ଜଣେଇ ସଭା ସାଙ୍ଗ କଲେ ।

Leave A Reply

Your email address will not be published.