mobile header

କନ୍ଧମାଳ ର ନୂତନ ଜିଲ୍ଲାପାଳଙ୍କୁ ସ୍ୱାଗତ ସମ୍ବର୍ଦ୍ଧନା ଜଣାଇଲେ ଟିକାବାଲି ବ୍ଲକ ର ୧୧ ସରପଞ୍ଚ

ଫୁଲବାଣୀ 30/6(ସୁନୀଲ ପଟନାୟକ ) କନ୍ଧମାଳ ଜିଲ୍ଲା ର ନୂତନ ଜିଲ୍ଲାପାଳ ଆଶିଷ ଈଶ୍ୱର ପାଟିଲ ଙ୍କୁ ଟିକାବାଲି ବ୍ଲକ ରସମସ୍ତ ୧୧ ଟି ପଞ୍ଚାୟତ ର ସରପଞ୍ଚ ମିଶି ଜିଲ୍ଲାପାଳ ଙ୍କ କାର୍ଯ୍ୟଳୟ ରେଜିଲାପାଳ ଆଶିଷ ଈଶ୍ୱର ପାଟିଲ ଙ୍କୁ ଭେଟି ପୁଷ୍ପଗୁଚ୍ଛ ଦେଇ ସ୍ୱାଗତ ସମ୍ବର୍ଦ୍ଧନା ଜଣାଇଥିଲେ ଓ ଟିକାନାଲି ଅଞ୍ଚଳର ବିକାଶ ସମ୍ପର୍କରେ ଆଲୋଚନା କରି ଥିଲେ l ଟିକାବାଲି ବ୍ଲକ କଇଁଝରଗ୍ରାମପଞ୍ଚାୟତ ସରପଞ୍ଚ ଶ୍ରୀମତୀ ରୁନିତା କହଁର , କଟିମାହା ଗ୍ରାମପଞ୍ଚାୟତ ସରପଞ୍ଚ କର୍ନେଲ କହଁର, ବୁର୍ବୀ ଗ୍ରାମପଞ୍ଚାୟତ ସରପଞ୍ଚ ଶ୍ରୀମତୀ ଶାଳିମା ପ୍ରଧାନ, ଗୁଟିଙ୍ଗିଆ ସରପଞ୍ଚ ଅକ୍ଷୟ ପ୍ରଧାନ ଗଦଗୁଡା ସରପଞ୍ଚ ଶ୍ରୀମତୀ ପୁଷ୍ପଲତା ପ୍ରଧାନ , ଗରିଡିଙ୍ଗିଆ ସରପଞ୍ଚ ଜିତେନ୍ଦ୍ର ମଲ୍ଲିକ, ପଡ଼ାଙ୍ଗି ଗ୍ରାମପଞ୍ଚାୟତ ସରପଞ୍ଚ ଶ୍ରୀମତୀ ଶୁଭଲକ୍ଷ୍ମୀ ପ୍ରଧାନ, ପାବୁରିଆ ସରପଞ୍ଚ ସଞ୍ଜୟ ନାୟକ, ପିକରଡ଼ି ଗ୍ରାମପଞ୍ଚାୟତ ସରପଞ୍ଚ ଶ୍ରୀମତୀ ରୁବି ପ୍ରଧାନ, ଟିକାବାଲି ଗ୍ରାମପଞ୍ଚାୟତ ସରପଞ୍ଚ କୁନ୍ଦୁରୁ ମଲ୍ଲିକ , ବଡ଼ିମୁଣ୍ଡା ଗ୍ରାମପଞ୍ଚାୟତ ସରପଞ୍ଚ ବଦନ ପ୍ରଧାନ, ପ୍ରମୁଖ ଉପସ୍ଥିତ ରହି ଜିଲ୍ଲାପାଳ ପାଟିଲ ଙ୍କ ସହ ଆଲୋଚନା କରିଥିଲେ l

Leave A Reply

Your email address will not be published.