mobile header

ଭୁବନେଶ୍ୱର ରେ ମାସ୍କ ବାଧ୍ୟତାମୂଳକ

କରୋନା ସଂକ୍ରମଣ ବୃଦ୍ଧିକୁ ଦୃଷ୍ଟିରେ ରଖି ଭୁବନେଶ୍ୱରରେ ମାସ୍କ ବାଧ୍ୟତାମୂଳକ କଲା ବିଏମସି । ସର୍ବସାଧାରଣ ରେ ମାସ୍କ ପରିଧାନ ବାଧ୍ୟତାମୂଳକ । ତା ସହ ୨ ମିଟର ସାମାଜିକ ଦୂରତା ପାଇଁ ନିର୍ଦ୍ଦେଶ । ବାହାରେ ଛେପ ପକାଇବା ମନା , ନିୟମିତ ହାତ ଧୋଇବାକୁ ପରାମର୍ଶ । କରୋନା ସଂକ୍ରମଣ ବଢିବାରୁ କଟକଣା ଲଗାଇଲା ବିଏମସି ।

Leave A Reply

Your email address will not be published.